Latest Odisha News

BREAKING NEWS

ବର୍ଷ ଶେଷରେ ନୂଆ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଆରମ୍ଭ ହେଲା କାଉନଡାଉନ

ନୂଆଦିଲ୍ଲୀ : ବର୍ଷ ଶେଷରେ ନୂଆ ଇତିହାସ ରଚିବାକୁ ଯାଉଛି ଭାରତୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଆଜି ଶ୍ରୀହରି କୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ପେଶ ଡକିଂ ଏକ୍ସପେରିମେଣ୍ଟ ବା ସ୍ପାଡେକ୍ସ ମିଶନ । ରାତି ୯ଟା ୫୮ ମିନିଟରେ ଲଞ୍ଚ ହେବ…

ନବ ବର୍ଷ ପାଳନ କରିବେନି ମୁସଲମାନ ? ଜାରି ହେଲା ଫତୱା

ନୂଆଦିଲ୍ଲୀ: ନୂଆ ବର୍ଷକୁ ସ୍ୱାଗତ ପାଇଁ ପୂରା ବିଶ୍ୱ ଏବେଠୁ ସେଲିବ୍ରେସନ ମୋଡ଼ରେ ରହିଛି। ସବୁଠି ଭୋଜିର ଆସର ବି ଜମିଲାଣି। ହେଲେ ଏ ସବୁ ସେଲିବ୍ରେସନରୁ ଦୂରେଇ ରହିବେ ମସ୍ଲିମ ସମାଜ। ଆଉ ଏଥିପାଇଁ  ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ଫତୱା…

କଂଗ୍ରେସ କହିଲା ମନମୋହନଙ୍କୁ ଅସମ୍ମାନ ହୋଇଛି , ମନେ ପକାଇଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ମନମୋହନଙ୍କୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । କିଏ କାହାର କରୁଛନ୍ତି ଅସମ୍ମାନ, କିଏ କରୁଛନ୍ତି ଅଣଦେଖା । କାହଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ମୃତ୍ୟୁକୁ ନେଇ ଏତେ ରାଜନୀତି ? କାହିଁକି ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ? ଶନିବାର…

ବିଜେପି ବିରୋଧରେ ଅପରେସନ୍ ଲୋଟସ୍, ଆପ ଆଣିଲା ନୂଆ ଅଭିଯୋଗ

ନୂଆଦିଲ୍ଲୀ : ତାରିଖ ଘୋଷଣା ହୋଇନି, ହେଲେ ବଦଳି ଗଲାଣି ଦିଲ୍ଲୀର ରାଜନୈତିକ ମାହୋଲ। ଖାଲି ମାହୋଲ ବଦଳିନି ବରଂ ଉଗ୍ର ହେଲାଣି ଆରୋପ-ପ୍ରତ୍ୟାରୋପ । ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ରାଜନୈତିକ ମୈଦାନ ହେଲାଣି ଦୁଲ୍ ଦୁଲ୍ । ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଏବଂ…

ବିମାନ ଦୁର୍ଘଟଣାର ଆସିଲା ସାଂଘାତିକ ସତ, ପାଇଲଟ ବୁଝିପାରିଥିଲେ….

ନୂଆଦିଲ୍ଲୀ : ବର୍ଷ ଶେଷ ବେଳକୁ ବଢ଼ି ଚାଲିଛି ବିମାନ ଦୁର୍ଘଟଣା । ବୁଧବାର କାଜାକସ୍ତାନରେ ଆଜରବାଇଜାନ୍ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦକ୍ଷିଣ କୋରିଆରେ ହୋଇଛି ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ପକ୍ଷୀ ପିଟି ହୋଇ ଲାଣ୍ଡ ଗିଅର୍ ଅଚଳ ହେବା ପରେ…

ମେଦବହୁଳତାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନ, ବିପଦରେ ଛୋଟପିଲା

ନୂଆଦିଲ୍ଲୀ : ଭାରତରେ ବଢ଼ିବାରେ ଲାଗିଛି ମେଦବହୁଳତା। ପିଲାଠୁ ବୃଦ୍ଧଙ୍କ ଯାଏ ସମସ୍ତେ ଏବେ ମେଦବହୁଳତାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ବିପଜ୍ଜନକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍-୨ ମଧୁମେହ ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ,…

ବିଆରଏସକୁ ଝଟକା, କେସିଆରଙ୍କ ପରିବାରର ଆଉ ଜଣଙ୍କୁ ଇଡି ସମନ

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି ନେତା ତଥା ତେଲଙ୍ଗନାର ପୂର୍ବତନ ମନ୍ତ୍ରୀ କେ. ଟି. ରାମାରାଓଙ୍କୁ ଇଡି ସମନ୍ । ୨୦୨୩ରେ ହାଇଦ୍ରାବାଦରେ ହୋଇଥିବା ଫର୍ମୁଲା ଇ (E) ରେସ୍ ଦୁର୍ନୀତି ଅଭିଯୋଗରେ କେଟିଆରଙ୍କୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଟିଆର୍‌ଙ୍କ ସହ ବରିଷ୍ଠ ଆଇଏସ…

ଆଫଗାନିସ୍ତାନର ପାଲଟା ଆକ୍ରମଣ, ପାକିସ୍ତାନ ଥରହର

ନୂଆଦିଲ୍ଲୀ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ପାକିସ୍ତାନ ଏୟାର ଷ୍ଟ୍ରାଇକର ଜବାବ ଦେଇଛି ଆଫଗାନିସ୍ତାନ ଆର୍ମି । ଆଉ ତାଲିବାନର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବଡ଼ କ୍ଷତି ହୋଇଛି । ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଦୁଇ ଦେଶର ସେନା ମଧ୍ୟରେ…

ଆପ ଆଣିଲା ବଡ଼ ଅଭିଯୋଗ, ବିଜେପିର ‘ସ୍ପନସର୍’ କଂଗ୍ରେସ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ପାଇଁ ଆହୁରି ବଢ଼ିଲା ଅଡୁଆ । ନିର୍ବାଚନ ତାରିଖ ପୂର୍ବରୁ ମହିଳା ସମ୍ମାନ ଏବଂ ସଞ୍ଜୀବନୀ ଯୋଜନାକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଉପରାଜ୍ୟପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଉପରେ କେଜ୍ରିୱାଲ…

ରାହୁଲଙ୍କ ସାଂଘାତିକ ଅଭିଯୋଗ, କହିଲେ ମନମୋହନଙ୍କୁ ହୋଇଛି ଅପମାନ

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଦିଲ୍ଲୀର ନିଗମବୋଧ ଘାଟରେ ହୋଇଛି ପ୍ରବାଦ ପୁରୁଷଙ୍କ ଶେଷ କୃତ୍ୟ । ହେଲେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ଆଉ ଏହି ବିବାଦ ଆଣିଛି କଂଗ୍ରସ । ବିରୋଧୀ ଦଳନେତା ରାହୁଲ ଗାନ୍ଧୀ…