Latest Odisha News

BREAKING NEWS

୪୯ ବର୍ଷ ପରେ ଘରକୁ ଫେରିଲେ, ୮ ବର୍ଷର ବୟସରେ ହଜିଯାଇଥିଲେ

ନୂଆଦିଲ୍ଲୀ: ୪୯ ବର୍ଷ ପରେ ପରିବାର ସହ ମିଶିଲେ ଉତ୍ତର ପ୍ରଦେଶର ୫୭ ବର୍ଷୀୟ ଫୁଲମତି । ୧୯୭୫ ମସିହାରେ ମୋରାଦାବାଦକୁ ମେଳା ଦେଖିବାକୁ ଯାଇଥିବା ବେଳେ ସେ ହଜି ଯାଇଥିଲେ । ହଜି ଯାଇ ନଥିଲେ, ବରଂ ତାଙ୍କୁ ଅପହରଣ କରି ନିଆ ଯାଇଥିଲା । ସେତେବେଳେ ସେ ମାତ୍ର ୮ ବର୍ଷର ହୋଇଥିଲେ । ଜଣେ ବୟସ୍କ…

ପ୍ରେମିକାଙ୍କ ପାଇଁ ନିଜ କମ୍ପାନିରୁ ସବୁ ଲୁଟିନେଲେ, ଉପହାରରେ ଦେଲେ BMW କାର

ଲକ୍ଷ୍ନୌ : ପ୍ରେମ ପାଇଁ ସବୁ ସାରିଦେଲେ ଯୁବକ । କେବଳ ନିଜ ଆକାଉଣ୍ଟ ଖାଲି କରିନାହାନ୍ତି ସେ କାମ କରୁଥିବା କମ୍ପାନିର ମଧ୍ୟ ଆକାଉଣ୍ଟ ଖାଲି କରିଦେଇଛନ୍ତି । ଆଉ ଏହି ଟଙ୍କାରେ ନିଜ ପ୍ରେମିକାଙ୍କ ପାଇଁ ହୀରା, ବିଳାସପୂର୍ଣ୍ଣ କାର ଏବଂ ୪-ବିଏଚକେ ଫ୍ଲାଟ କିଣି ଦେଇଛନ୍ତି । ଏପରି କାଣ୍ଡ…

କାଜାଖସ୍ତାନ ବିମାନ ଦୁର୍ଘଟଣା ନେଲା ନୂଆ ମୋଡ଼, ସନ୍ଦେହରେ ରୁଷିଆ

ନୂଆଦିଲ୍ଲୀ : କାଜାଖସ୍ତାନ ବିମାନ ଦୁର୍ଘଟଣା ଘଟଣା ନୂଆ ମୋଡ ନେଇଛି । ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଖଣ୍ଡ ବିଖଣ୍ଡିତ ହୋଇ ଜଳି ଯାଇଥିବା ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ଦେଶ । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ରୁଷିଆ । ପକ୍ଷୀ ମାଡ଼ରେ ବିମାନ…

୩୬ ବର୍ଷ ପରେ ଏହି ପୁସ୍ତକ ଉପରୁ ହଟିଲା ବ୍ୟାନ, ଏଥିରେ ଅଛି ସାଂଘାତିକ ସତ

ନୂଆଦିଲ୍ଲୀ : ଭାରତରେ ପ୍ରଖ୍ୟାତ ଔପନ୍ୟାସିକ ସଲମାନ୍ ରୁସ୍‌ଦିଙ୍କ ରଚିତ ପୁସ୍ତକ ଦି ସାଟାନିକ୍ ଭର୍ସେସ୍ ନେଇ ଏବେ ଚର୍ଚ୍ଚା ବଢ଼ିଛି । ପ୍ରକାଶନର ୩୬ ବର୍ଷ ପରେ ଭାରତର ବିଭିନ୍ନ ପୁସ୍ତକ ଦୋକାନରେ ଏହା ଉପଲବ୍‌ଧ ହୋଇଛି । ୧୯୮୮ରେ ସେତେବେଳର ରାଜୀବ ଗାନ୍ଧି ସରକାର, ଭାରତରକୁ ଏହି ବହିର…

ଗୁଗୁଲ ବିଜ୍ଞାପନ ଦେଖୁଛନ୍ତି କି ? ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ : ଗୁଗୁଲରୁ ବିଜ୍ଞାପନ ଦେଖି କିଣନ୍ତୁନି ସାମଗ୍ରୀ । ନ ହେଲେ ହୋଇଯିବେ ସାଇବର ଲୁଟର ଶିକାର । ଏମିତିକି ଗୁଗୁଲରେ କିଛି ସର୍ଚ୍ଚ କରୁଥିଲେ ବି ସତର୍କ ହୁଅନ୍ତୁ । ନିକଟରେ ଏମିତି ଏକ ସାଇବର ଅପରାଧ ଆସିଛି ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଏପରି ସାଇବର କ୍ରାଇମ ଗୁରୁଗ୍ରାମରେ…

ଇଣ୍ଡିଆ ମେଣ୍ଟରେ ବଡ଼ ଫାଟ, ଦିଲ୍ଲୀ ନିର୍ବାଚନରେ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟର ଦୁଇ ସଦସ୍ୟ ଦଳ- ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୟଙ୍କର ଭାବେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ । କେଜ୍ରିୱାଲଙ୍କୁ ଘେରିବା ପରେ ଉପରାଜ୍ୟପାଳଙ୍କୁ ଭେଟି ମହିଳା ସମ୍ମାନ ଯୋଜନା ବିରୋଧରେ ଫେରାଦ…

ବିହାର ଏନଡିଏରେ ହଟଚମଟ, ଜଣାପଡ଼ିଲା ବିଜେପିର ଭିତିରି କଥା !

ନୂଆଦିଲ୍ଲୀ: ବିହାରରେ ଏନଡିଏରେ ଚାଲିଛି କ'ଣ ? ବିଜେପି ଓ ଜେଡିୟୁ ମଧ୍ୟରେ ଠିକଠାକ୍ ଚାଲିଛି ତ ? ଏବେ ବିହାର ଏନଡିଏରେ କନ୍ଦଳ ଥିବା ନେଇ ଚର୍ଚ୍ଚା ସାମ୍ନାକୁ ଆସିଛ । କୁହାଯାଉଛି ବିଜେପି ଓ ଜେଡିୟୁ ମଧ୍ୟରେ ଫାଟ ଦେଖାଦେଇଛି । ନିକଟରେ ପାଳିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ…

କଂଗ୍ରେସ ପାଇଁ ଐତିହାସିକ ଦିନ, ଜାଣନ୍ତୁ ଗାନ୍ଧିଙ୍କ ସହ ଜଡ଼ିତ ଇତିହାସ

ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ ହୋଇଛି କଂଗ୍ରେସର ଦୁଇଦିନିଆ CWC ବୈଠକ । ଯାହାର ଇତିହାସ ଖବୁ ଲମ୍ୱା । ଶହେ ବର୍ଷ ତଳେ ଆଜିର ଦିନରେ ଏହିଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଧ୍ୟକ୍ଷତାରେ ହୋଇଥିଲା କଂଗ୍ରେସର ମହାଅଧିବେଶନ। ଏପରି ଐତିହାସିକ ଅଧିବେସନ ଆଜି ଯାଏ ବି ଚାଲି…

କଂଗ୍ରେସକୁ ପଛରେ ପକାଇଲା ବିଆରଏସ, ବିଜେପିର ଆକାଉଣ୍ଟ ଭର୍ତ୍ତି !

ନୂଆଦିଲ୍ଲୀ : ନିର୍ବାଚନ ମୈଦାନରେ କଂଗ୍ରେସର ସ୍ଥିତି ଧିରେ ଧିରେ ଖରାପ ହେବାକୁ ଲାଗୁଛି। କେବଳ ଗଂଗ୍ରସ ଦୁର୍ବଳ ସଙ୍ଗଠନର ସାମ୍ନା କରୁନି ପରନ୍ତୁ ଦଳର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହେବାକୁ ଲାଗିଛି। ଏମିତିକି ଅନ୍ୟ ଦଳ ଅପେକ୍ଷା ଚନ୍ଦା ମଧ୍ୟ କମ ମିଳୁଛି। ଦେଶର ସବୁଠାରୁ…

ଆଫଗାନିସ୍ତାନ କହିଲା ଭୟଙ୍କର ହେବ ପରିଣାମ, ପାକିସ୍ତାନ ଛାନିଆ !

ନୂଆଦିଲ୍ଲୀ : ପାକିସ୍ତାନର ଘନ ଘନ ଆକ୍ରମଣରେ ଥରି ଉଠିଛି ଆଫଗାନିସ୍ତାନ ମାଟି । ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଆଫଗାନିସ୍ତାନର ପକ୍ତିକା ପ୍ରଦେଶରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଛି । ଏଥିରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଆହତ ହୋଇଛନ୍ତି । ତେହରିକ ତାଲିବାନ ପାକିସ୍ତାନ ବା…