କେଉଁ ପଟେ ଶୋଇଲେ ଶୀଘ୍ର ଆସେ ନିଦ, ଜାଣନ୍ତୁ ଚମତ୍କାରିତା
ଭୁବନେଶ୍ୱର: ପୂରା ଦିନ କାମ ସାରି ରାତିରେ ବେଡ୍ରେ ଶୋଇ ଥକାପଣ ଦୂର କରିବାର ମଜା ଅଲଗା । ସେଥିପାଇଁ ସକାଳ ସମୟରେ ଉଠିବାକୁ ଭଲ ନିଦ୍ରା ଅତ୍ୟନ୍ତ ଜରୁରୀ। ରାତିରେ ୭ରୁ ୮ ଘଣ୍ଟା ଭଲ ଭାବେ ଶୋଇଲେ ମନ ଓ ଶରୀରକୁ ଶାନ୍ତି ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଶୋଇବାର ମଧ୍ୟ ଏକ ସଠିକ୍ ଉପାୟ…