ଗୁଗଲ୍ କ୍ରୋମର ଚମତ୍କାର ଫିଚର୍ସ, ଏହି ଟ୍ରିକ୍ ଜାଣିଲେ ସହଜ ହୋଇଯିବ ସବୁ କାମ
ଭୁବନେଶ୍ୱର: ଗୁଗଲ୍ କ୍ରୋମ୍ ଆଜି ପ୍ରାୟ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଘରେ ସାଧାରଣ ବ୍ରାଉଜିଙ୍ଗ୍ ହେଉ କି ଅଫିସ୍ର ଜରୁରୀ କାମ, ଅଧିକାଂଶ ଲୋକେ ଏହି ବ୍ରାଉଜର ଉପରେ ନିର୍ଭର କରନ୍ତି। ସାଧାରଣତଃ ଲୋକେ କାମ ସହଜ କରିବା ପାଇଁ ବିଭିନ୍ନ ଏକ୍ସଟେନସନ୍…