Latest Odisha News

BREAKING NEWS

ବୈଜ୍ଞାନିକଙ୍କ ଚମତ୍କାରିତା: ଏବେ ଏହି ଡିଭାଇସରେ ୧୦ ଗୁଣା ସ୍ପିଡ୍‌ ଚାଲିବ ଇଣ୍ଟରନେଟ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ଚମତ୍କାର ଲେଜର ଆମ୍ପ୍ଲିଫାୟାର ତିଆରି କରିଛନ୍ତି, ଯାହା ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାଠାରୁ ୧୦ ଗୁଣ ଅଧିକ ତୀବ୍ରତାରେ ଡାଟା ପ୍ରେରଣ କରିପାରେ। ଏହି ଆବିଷ୍କାର ଭବିଷ୍ୟତରେ କେବଳ ଇଣ୍ଟରନେଟର ଗତିକୁ ଆକାଶଛୁଆଁ କରିବ ନାହିଁ, ବରଂ ଚିକିତ୍ସା ଓ ବୈଜ୍ଞାନିକ…

ସୁଟରରୁ ଅଫିସର ଯାଏ, ଜାଣନ୍ତୁ CEC ଜ୍ଞାନେଶ କୁମାରଙ୍କ ଝିଅ IAS ମେଧାରୁପମଙ୍କ କାହାଣୀ

ନୂଆଦିଲ୍ଲୀ: ନୋଏଡାର ପ୍ରଥମ ମହିଳା ଜିଲ୍ଲାପାଳ (ଡିଏମ୍) ହେବାର ଗୌରବ ଅର୍ଜନ କରିଥିବା ମେଧା ରୂପମ ଏବେ ଚର୍ଚ୍ଚାରେ। ତାଙ୍କ କାହାଣୀ କେବଳ ଜଣେ ଅଫିସର ହେବାର ନୁହେଁ, ବରଂ କଠିନ ପରିଶ୍ରମ, ଅନୁଶାସନ ଓ ସାହସର ଏକ ଜୀବନ୍ତ ଉଦାହରଣ। ଏହା ସହିତ ସୋସିଆଲ ମିଡିଆରେ ମୁଖ୍ୟ ନିର୍ବାଚନ ଆୟୁକ୍ତ…

MRI ଓ CT Scan ମଧ୍ୟରେ କଣ ଫରକ ? ଜାଣି ରଖନ୍ତୁ ନ ହେଲେ…

ନୂଆଦିଲ୍ଲୀ: ଶରୀର ବାହାରେ କୌଣସି ଆଘାତ କିମ୍ବା ରୋଗ ହେଲେ ତାହା ସହଜରେ ଜଣାପଡ଼ିଯାଏ। କିନ୍ତୁ ଯଦି ଶରୀର ଭିତରେ କୌଣସି ଆଘାତ କିମ୍ବା ରୋଗ ହୁଏ, ତେବେ ତାହା ଜାଣିବା ପାଇଁ ଅନେକ ପରୀକ୍ଷା ଓ ସ୍କାନ କରାଇବାକୁ ପଡ଼ିଥାଏ। ଆଜିକାଲି ଶରୀରର ଭିତର ସମସ୍ୟା ଜାଣିବା ପାଇଁ CT ସ୍କାନ ଓ MRI…

ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ…

ୟୁକ୍ରେନକୁ ପୂରା ଧ୍ୱଂସ କରିଦେବ ଋଷ, ପୁଣି ଆକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଆଲାସ୍କାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଓଭାଲ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ବୈଠକ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ କୌଣସି ସଫଳତା…

ଭାରତରେ ବ୍ୟାପୁଛି ସାଂଘାତିକ ରୋଗ, ‘ବ୍ରେନ ଇଟିଂ ଆମୀବା’ ନେଉଛି ଜୀବନ

ଭୁବନେଶ୍ୱର: ବିଶ୍ୱରେ ଅନେକ ପ୍ରକାରର ଭୂତାଣୁ (ଭାଇରସ) ଓ ଜୀବାଣୁ (ବ୍ୟାକ୍ଟେରିଆ) ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି। କିନ୍ତୁ କେତେକ ଏମିତି ଅଛନ୍ତି, ଯାହାର ନାମ ଶୁଣିଲେ ହିଁ ଲୋକେ ଭୟଭୀତ ହୋଇଯାଆନ୍ତି। ‘ବ୍ରେନ ଇଟିଂ ଆମୀବା’ ଏପରି ଏକ ଅତି ଦୁର୍ଲଭ ଓ ଜୀବନଘାତୀ…

ଲାଲ ଗ୍ରହର ଅଜବ ରହସ୍ୟ ! ହଠାତ ମଙ୍ଗଳରେ ଦେଖା ଗଲା ପୃଥିବୀ ଭଳି ଆକାଶ, ବୈଜ୍ଞାନ ତାଜୁବ

ଭୁବନେଶ୍ୱର: ପ୍ରଥମ ଦୃଷ୍ଟିରେ ଏହି ଛବିକୁ ଦେଖି ଯେ କେହି ଭାବିପାରେ ଏହା ପୃଥିବୀର କୌଣସି ସ୍ଥାନରୁ ଆକାଶର ଦୃଶ୍ୟ। କିନ୍ତୁ ବାସ୍ତାବତା ହେଉଛି, ଏହା ଲାଲ ଗ୍ରହ ମଙ୍ଗଳର ଏକ ଅବିଶ୍ୱାସନୀୟ ଦୃଶ୍ୟ। ନାସାର ପର୍ସିଭିଅରାନ୍ସ ରୋଭର ଦ୍ୱାରା ଉଠା ଯାଇଥିବା ଏହି ଆଶ୍ଚର୍ଯ୍ୟଜନକ ଛବିଗୁଡ଼ିକ…

୭ ବର୍ଷ ପୂର୍ବରୁ ରାଜୀବ ଗାନ୍ଧୀଙ୍କୁ ଜଣା ଥିଲା ତାଙ୍କୁ ହତ୍ୟା କରାଯିବ, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜୟନ୍ତୀ। ୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିବା ରାଜୀବ ଗାନ୍ଧୀ ୧୯୮୪ରେ ତାଙ୍କ ମାତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ। ମାତ୍ର ୪୦ ବର୍ଷ…

Mobile Last Digit Numerology: ମୋବାଇ ନମ୍ୱରର ଶେଷ ଅଙ୍କ କହିବ ଆପଣଙ୍କ ଭାଗ୍ୟ, ଚେକ କରନ୍ତୁ…

ଭୁବନେଶ୍ୱର: ଆଜିର ଯୁଗରେ ସମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି। ଏହାକୁ ଦେଖି ମୋବାଇଲ ନ୍ୟୁମେରୋଲୋଜି ବା ମୋବାଇଲ ଅଙ୍କ ଜ୍ୟୋତିଷର ଚାହିଦା ଲୋକଙ୍କ ମଧ୍ୟରେ ବଢ଼ୁଛି। ମୋବାଇଲ ନ୍ୟୁମେରୋଲୋଜିର ସାହାଯ୍ୟରେ ଆପଣ ନିଜ ଜୀବନ ସହ ଜଡ଼ିତ ଅନେକ ରହସ୍ୟ ଜାଣିପାରିବେ। ଆପଣଙ୍କ…

ଏହି ୫ ରାଶିଙ୍କ ଭାଗ୍ୟ ଖୋଲିଲା ! ଆଗକୁ ପ୍ରବଳ ଆର୍ଥିକ ଲାଭ

ଭୁବନେଶ୍ୱର: ଆଗାମୀ ୩୦ ଅଗଷ୍ଟ ୨୦୨୫, ସନ୍ଧ୍ୟା ୪:୪୮ରେ, ବୁଧ ସିଂହ ରାଶିରେ ଗୋଚର କରି ସୂର୍ଯ୍ୟଙ୍କ ସହ ସଂଯୋଗ କରିବେ। ଏହି ସଂଯୋଗ ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧଦିତ୍ୟ ଯୋଗ ନାମରେ ପରିଚିତ, ଯାହା ବିଶେଷ ଭାବେ ୫ଟି ରାଶିର ଜାତକଙ୍କ ପାଇଁ କ୍ୟାରିୟର, ବ୍ୟବସାୟ ଏବଂ ବ୍ୟକ୍ତିଗତ ଜୀବନରେ…