ଆମେରିକାର ଟାରିଫ ମାଡ଼, ବଡ଼ ବଡ଼ କମ୍ପାନି ଛାଡୁଛନ୍ତିୁ ଦେଶ
ନୂଆଦିଲ୍ଲୀ: ଭାରତୀୟ ଆମଦାନୀ ଉପରେ ଆମେରିକା ୫୦ ପ୍ରତିଶତର କଡ଼ା ଟାରିଫ୍ ଲଗାଇବା ପରେ ଏହାର ଅନେକ ଗମ୍ଭୀର ପରିଣାମ ଦେଖାଦେଇପାରେ। ଏବେ ଏପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି ଯେ ଭାରତୀୟ କମ୍ପାନୀମାନେ ବିଦେଶରେ ନିଜର ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯଦି ଏପରି ହୁଏ, ତେବେ…