Latest Odisha News

BREAKING NEWS

୧୦ ଟି ଗଛ ଲଗାଇଲେ ମିଳିଯିବ ଗ୍ରାଜୁଏସନ୍ ଡିଗ୍ରୀ, ଏଠି ଅଦ୍ଭୂତ ନିୟମ

ନୂଆଦିଲ୍ଲୀ : ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିବା ପାଇଁ ଲୋକେ କେତେ କଠୋର ପରିଶ୍ରମ କରନ୍ତି। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ୧୦ଟି ଗଛ ଲଗାଇଲେ ଆପଣ ଗ୍ରାଜୁଏସନ୍ ଡିଗ୍ରୀ ମିଳିଯିବ, ତେବେ ଆପଣ କ’ଣ କହିବେ? ଗଛର ସଂଖ୍ୟା କମୁଥିବା ଦେଖି ଏକ ଦେଶରେ ଏପରି ଏକ ଅଦ୍ଭୂତ ନିୟମ ଲାଗୁ କରାଯାଇଛି।…

Railway Jobs: ରେଲୱେ ବାହାର କଲା ୩ ହଜାରରୁ ଅଧିକ ଚାକିରି, ୧୪ ଅଗଷ୍ଚରୁ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇରେ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ପୂର୍ବ ରେଳବାଇ (Eastern Railway) ୨୦୨୫ ପାଇଁ ଆପ୍ରେଣ୍ଟିସ୍ ପଦବୀରେ ୩୧୧୫ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ ବିଭିନ୍ନ ଟ୍ରେଡ୍‌ରେ…

ଜେଲରେ ଯଦି କଏଦୀଙ୍କଠୁ ମୋବାଇଲ ମିଳେ ତେବେ ଅଧିକ ମିଳେ କି ଦଣ୍ଡ ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଜେଲ ସୁଧାର କ୍ରମରେ କେନ୍ଦ୍ର ସରକାର ନୂଆ କାରାଗାର ଆଇନ ଉପରେ କାମ କରୁଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏହାର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟରେ କୁହାଯାଇଛି ଯେ ଯଦି କୌଣସି କଏଦୀଙ୍କ ପାଖରୁ ମୋବାଇଲ ଫୋନ ମିଳେ, ତେବେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡର…

କିଏ ହ୍ୟାକ କରିଛି କି ଆପଣଙ୍କ WhatsApp ? ଜାଣନ୍ତୁ କେମିତି ଜାଣିବେ

ଆଜିର ଦ୍ରୁତଗତିର ଡିଜିଟାଲ ଦୁନିଆରେ WhatsApp ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ଡିଭାଇସ-ଲେଭେଲ ପ୍ରୋଟେକସନ ଏବଂ ଗୋପନୀୟତା-ପ୍ରଥମ ନୀତି ଭଳି ସୁବିଧା ଦେଇ ନିଜ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାର ଦାବି କରୁଛି। କିନ୍ତୁ ବାସ୍ତବରେ ଚିତ୍ର ଅନ୍ୟ ହୋଇପାରେ। କଳ୍ପନା କରନ୍ତୁ, ଆପଣ ରାତିରେ ଜଣେ…

କର୍ମଚାରୀଙ୍କ ଛୁଟିକୁ ନେଇ ବଡ଼ ଘୋଷଣା, ପ୍ରାଇଭେଟ ଚାକିରିଆ ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ଛୁଟି ମିଳିବ କି? ଏହି ପ୍ରଶ୍ନ ଏବେ ସଂସଦରେ ଉଠିଛି ଏବଂ କର୍ମଚାରୀମାନଙ୍କ ମନରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟସଭା ସାଂସଦ ସୁମିତ୍ରା…

ଜାଣି ନିଅନ୍ତୁ ଦିନକୁ ଏତେ ପାଣି ପିଇ ଦେଉଛନ୍ତି କି ? ଜୀବନ ଯାଇ ପାରେ !

ନୂଆଦିଲ୍ଲୀ: ଗରମ ଦିନରେ ଶରୀରରେ ପାଣିର ଆବଶ୍ୟକତା ବୃଦ୍ଧି ପାଇଥାଏ। ବିଶେଷକରି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍ ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। ପିଲାମାନଙ୍କ ଶରୀରରେ ୭୮% ପର୍ଯ୍ୟନ୍ତ ପାଣି ଥାଏ, ଯାହା ବୟସ୍କମାନଙ୍କ ତୁଳନାରେ (୬୦%) ଅଧିକ। ପରିସ୍ରା, ଝାଳ ଓ ନିଶ୍ୱାସ…

ସ୍ଥଳ ଭାଗରୁ ତେଲ ବାହାର କରିବା ଶସ୍ତା ନା ସମୁଦ୍ରରୁ ? ଜାଣନ୍ତୁ କେଉଁଥିରେ ଅଧିକ ହୋଇଥାଏ ଖର୍ଚ୍ଚ

ନୂଆଦିଲ୍ଲୀ : ତୈଳ ହେଉଛି ବିଶ୍ୱର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରାକୃତିକ ସମ୍ପଦ, ଯାହା ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଭାବେ କାମ କରେ। ଅନେକ ଦେଶରେ ବିପୁଳ ପରିମାଣରେ ତୈଳ ଭଣ୍ଡାର ଥିବା ବେଳେ, ଅନ୍ୟ କେତେକ ଦେଶକୁ ତୈଳ ଆମଦାନୀ କରିବାକୁ ପଡ଼ିଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, କେତେକ ଦେଶରେ…

Google ଓ OpenAIର ନିଦ ହଜାଇ ଦେଲେ ଏଲନ୍ ମସ୍କ, ଲଞ୍ଚ ହେଲା Text-to-Video

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ଏଆଇ ପ୍ଲାଟଫର୍ମ ଗ୍ରୋକ୍ ଏଆଇରେ ଏକ ନୂଆ ଓ ଉଦ୍ଭାବନୀ ଫିଚର ଟେକ୍ସଟ୍-ଟୁ-ଭିଡିଓ ଯୋଡ଼ା ଯାଇଛି। ଏହି ଫିଚର ଟେକ୍ସଟ୍ କମାଣ୍ଡ ଆଧାରରେ ଭିଡିଓ ତିଆରି କରିପାରିବ। ଏହା ଗୂଗଲ୍‌ର Veo3 ଓ ଓପନ୍ ଏଆଇର Sora.AI ଭଳି ଟେକ୍ସଟ୍-ଟୁ-ଭିଡିଓ ଜେନେରେସନ୍ ଫିଚରକୁ କଡ଼ା…

ଧୀମା ହେଉଛି ପୃଥିବୀର ଗତି: ୨୪ ଘଣ୍ଟା ନୁହେଁ ୨୧ ଘଣ୍ଟା ହେଉଥିଲା ଦିନ, ଚମକାଇଲା ଗବେଷଣା

ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନ ଦିନର ୨୪ ଘଣ୍ଟା ହିସାବରେ ଚାଲିଥାଏ। ସକାଳୁ ଉଠିବାରୁ ଆରମ୍ଭ କରି ରାତିରେ ଖାଦ୍ୟ ଖାଇ ଶୋଇବା ପର୍ଯ୍ୟନ୍ତ ସବୁ କାମ ୨୪ ଘଣ୍ଟା ଅନୁସାରେ ନିର୍ଦ୍ଧାରିତ। କିନ୍ତୁ ଯଦି କେହି କୁହେ ଯେ ଏକ ସମୟରେ ଦିନ ୨୪ ଘଣ୍ଟା ନୁହେଁ, ବରଂ ୨୧ ଘଣ୍ଟାର ଥିଲା, ତେବେ ମନରେ…

କୁକୁର କାମୁଡ଼ିବାର ୨୦ ମିନିଟ ଭିତରେ ତୁରନ୍ତ କରନ୍ତୁ ଏହି କାମ, ୯୯ ପ୍ରତିଶତ କମ ହୋଇଥା ଇନଫେକ୍ସନ ଭୟ

ନୂଆଦିଲ୍ଲୀ : କୁକୁରକୁ ମଣିଷର ସବୁଠୁ ଭଲ ବନ୍ଧୁ ବୋଲି କୁହାଯାଏ। କିନ୍ତୁ ସମୟ ସହ ଏହି ଚିତ୍ର ବଦଳିଛି। ସହରର ଗଳିକନ୍ଦିରେ ଏବେ ବନ୍ଧୁ ନୁହେଁ, ଆତଙ୍କ ଘୁରୁଛି। ବୁଲା କୁକୁର ଏବେ ଭୟର ଅନ୍ୟ ନାମ ହୋଇଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ସୁପ୍ରିମ୍ କୋର୍ଟଙ୍କୁ ସୁଓ ମୋଟୋ କଗ୍ନିଜାନ୍ସ…