Latest Odisha News

BREAKING NEWS

ସବୁ ଫୋନ ଉପରେ ସାଇବର ଆଟାକ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍, ଲ୍ୟାପଟପ୍ କିମ୍ବା ଇଣ୍ଟରନେଟ୍ ବ୍ରାଉଜର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଲ୍ ଏବଂ ଗୁଗୁଲ୍ ବିଶ୍ୱବ୍ୟାପୀ ଏକ ଗମ୍ଭୀର ସାଇବର ଆକ୍ରମଣ ପରେ ଏମରଜେନ୍ସି ସିକ୍ୟୁରିଟି ଅପଡେଟ୍ ଜାରି କରିଛନ୍ତି। ଉଭୟ କମ୍ପାନୀ…

ଥଣ୍ଡାରେ ବି ଗରମ ହେଉଛି ଆପଣଙ୍କ ଫୋନ? ଶୀତ ଦିନେ ଏମିତି ହେଲେ ସାବଧାନ!

ନୂଆଦିଲ୍ଲୀ: ଅନେକ ଲୋକେ ଭାବନ୍ତି ଯେ ଫୋନ୍ କେବଳ ଗ୍ରୀଷ୍ମ ଋତୁରେ ହିଁ ଅଧିକ ଗରମ ହୋଇଥାଏ, କିନ୍ତୁ ଅନେକ ଉପଭୋକ୍ତା ଶୀତ ଋତୁରେ ମଧ୍ୟ ସ୍ମାର୍ଟଫୋନ୍ ଅତ୍ୟଧିକ ଗରମ ହେବାର ଅଭିଯୋଗ କରନ୍ତି। ଥଣ୍ଡା ଋତୁରେ ହାତ ଥଣ୍ଡା ହୋଇଯାଏ, କିନ୍ତୁ ଫୋନ୍ ଗରମ ହେବା ଅନେକ ଥର ଆଶ୍ଚର୍ଯ୍ୟ କରିଦିଏ।…

ଏବେ ନେପାଳରେ ଚାଲିବ ୨୦୦ ଓ ୫୦୦ ଭାରତୀୟ ନୋଟ୍, ସେଠାରେ କେତେ ହୋଇଯିବ ଏହାର ଭେଲ୍ୟୁ

ନୂଆଦିଲ୍ଲୀ: ପ୍ରତିବର୍ଷ ହଜାର ହଜାର ଭାରତୀୟ ନେପାଳ ବୁଲିବାକୁ ଯାଆନ୍ତି ଏବଂ ବଡ଼ ସଂଖ୍ୟାରେ ଲୋକେ ସେଠାରେ କାମ ଓ ବ୍ୟବସାୟ ମଧ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ନେପାଳ ସରକାର ପ୍ରାୟ ୧୦ ବର୍ଷ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନେପାଳ ଏବେ ୧୦୦ରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ଉପରେ…

କୁକୁର ଗଣିବା ପାଇଁ ଶିକ୍ଷକଙ୍କୁ କେତେ ମିଳିବ ଟଙ୍କା? ଦରମାଠୁ ଅଧିକ ମିଳିବ….

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ଅଲିଗଡ଼ରେ ଏକ ନୂଆ ପ୍ରଶାସନିକ ଆଦେଶ ବଡ଼ ଧରଣର ବିବାଦ ସୃଷ୍ଟି କରିଛି। ସେଠାରେ  ସ୍କୁଲ ଶିକ୍ଷକମାନଙ୍କୁ ଏକ ଅଦ୍ଭୁତ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହେଉଛି ବୁଲା କୁକୁରମାନଙ୍କର ଗଣତି କରିବା। ଏହି ନିର୍ଦ୍ଦେଶ ବେସିକ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଛି…

ବାରମ୍ୱାର ଆସୁଛି କି Silent Calls? ଜାଣନ୍ତୁ ଏହା କ’ଣ… ନହେଲେ ଫସିଯିବେ

ନୂଆଦିଲ୍ଲୀ: ଭାରତରେ ସାଇବର ଠକେଇର ମାମଲା ଦ୍ରୁତ ଗତିରେ ବଢ଼ୁଛି। ଠକମାନେ ଲୋକଙ୍କୁ ଫସାଇବା ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଫୋନ୍ କଲ୍, ହ୍ୱାଟ୍ସଆପ୍ ଓ ଅନ୍ୟ ମେସେଜିଂ ଆପ୍ ମାଧ୍ୟମରେ ଯୋଗାଯୋଗ କରି ଏହି ଲୋକମାନେ ହେଉ ଆପଣଙ୍କ ଫୋନ୍‌ରେ କଳା କନା ବୁଲାଇବାକୁ ଚେଷ୍ଟା କରନ୍ତି ।…

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା ! କିଛି ଦିନ ଭରତେ ବଢ଼ିିଯିବ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଆସୁଥିବା ସମୟ କିଛି ଖରାପ ହୋଇପଡ଼ିପାରେ। ପ୍ରତି ମାସରେ ଇଣ୍ଟରନେଟ୍ ଏବଂ କଲିଂ ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରୁଥିବା ମଧ୍ୟବିତ୍ତ ବର୍ଗକୁ ପୁଣିଥରେ ଝଟକା ଲାଗିବାର ଆଶଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀମାନେ…

ମୃତଦେହକୁ ସୁପ କରି ପିଅନ୍ତି ଏହି ଜନଜାତିର ଲୋକ, ପରମ୍ପରା ଜାଣି ଚମକି ଉଠିବେ

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ସଂସ୍କୃତି ମୃତ୍ୟୁକୁ ନିଜର ନିଆରା ଢଙ୍ଗରେ ବିଦାୟ ଦିଏ, କିନ୍ତୁ କେତେକ ପରମ୍ପରା ଏତେ ଅଦ୍ଭୁତ ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ଶବକୁ ପୋତା ଯାଏ, କେଉଁଠି ଜାଳି ଦିଆଯାଏ, ଆଉ କେଉଁଠି ବିଦାୟର ଅର୍ଥ ହିଁ ଅଲଗା। ଦକ୍ଷିଣ ଆମେରିକାର ଘନ ଜଙ୍ଗଲରେ ବାସ…

ତିନି ଲକ୍ଷ ଟଙ୍କାର ରୂପା ୨୦୫୦ ବେଳକୁ କେତେ ହୋଇଯାଇଥିବ ? ଶୁଣିଲେ ଆପଣ ଆଜିଁ ହଁ ନିବେଶ କରିବା ଆରମ୍ଭ କରିବେ !

ନୂଆଦିଲ୍ଲୀ: ଦରବୃଦ୍ଧି, ବିଶ୍ୱବ୍ୟାପୀ ଅନିଶ୍ଚିତତା ଓ ବଦଳୁଥିବା ଅର୍ଥନୀତିର ଏହି ଯୁଗରେ ସାଧାରଣ ନିବେଶକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୀମିତ ପୁଞ୍ଜିକୁ କେଉଁଠାରେ ଲଗାଇବେ। ତିନି ଲକ୍ଷ ଟଙ୍କା ଶୁଣିବାକୁ ଛୋଟ ଲାଗିପାରେ, କିନ୍ତୁ ଠିକ୍ ନିଷ୍ପତ୍ତି ନେଲେ ଏହି…

୬୦ ବର୍ଷ ପୂର୍ବେ CIA ହିମାଳୟରେ ଏମିତି ଜନିଷ ହଜାଇ ଦେଇଥିଲା, ଏହା ପରମାଣୁଠୁ ବି ଭୟଙ୍କର ! ଆଜି ବି ରହିଛି ସେଠି

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଇତିହାସର ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ସବୁଠାରୁ ରହସ୍ୟମୟ ଏବଂ ବିପଦପୂର୍ଣ୍ଣ ଅପରେସନ୍ ମାନଙ୍କ ମଧ୍ୟରୁ ଗଣା ଯାଏ। ଏହା ଏକ ଏପରି ମିଶନ୍‌ର କାହାଣୀ ଯାହା କୌଣସି ଅଧିକାରିକ ରେକର୍ଡରେ ରେଜିଷ୍ଟର୍ ହୋଇନାହିଁ ଏବଂ ଆଜି ଯାଏ କେହି ଏହାର…

ଗୋଟିଏ ଘଣ୍ଟା ସଂସଦ ଚାଲିଲେ କେତେ ଟଙ୍କା ଖର୍ଚ୍ଚ ହୁଏ ? ଶୀତକାଳିନ ଅଧିବେଶନରେ ବର୍ତ୍ତମାନ ଯାଏ କେତେ ହୋଇଛି…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଦଶମ ଦିନରେ ପ୍ରବେଶ କରୁଛି ଏବଂ ୧୯ ଡିସେମ୍ବରରେ ଶେଷ ହେବାକୁ ଯାଉଛି, ଏହି ସମୟରେ ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନ ଚର୍ଚ୍ଚାର ବିଷୟ ହୋଇଉଠିଛି। ଲୋକେ ପଚାରୁଛନ୍ତି ଯେ ସଂସଦ ଚଳାଇବାରେ କେତେ ଖର୍ଚ୍ଚ ହୁଏ। ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର କ’ଣ।…