Latest Odisha News

BREAKING NEWS

ଇସ୍ରାଏଲ ସୈନ୍ୟ ପଢ଼ିବେ ଅରବି ଓ କୋରାନ, କାରଣ ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ:ଇସ୍ରାଏଲର ସୈନ୍ୟ ବାହିନୀ, ଇସ୍ରାଏଲ ଡିଫେନ୍ସ ଫୋର୍ସେସ (IDF), ତାଙ୍କ ଗୁଇନ୍ଦା ନିର୍ଦ୍ଦେଶାଳୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଅକ୍ଟୋବର ୭, ୨୦୨୩ରେ ହମାସର ଆକ୍ରମଣ ପରେ ଖୁଫିଆ ବିଫଳତାରୁ ଶିକ୍ଷା ନେଇ IDF ତାଙ୍କ ସମସ୍ତ ଖୁଫିଆ ସୈନିକ ଓ ଅଧିକାରୀଙ୍କ…

ମହିଳାଙ୍କ ପାଇଁ LICର ବଡ଼ ଘୋଷଣା, ମିଳିବ ମାସକୁ ୧୦ ହଜାର !

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିର ଏହି ଯୁଗରେ, ଗୃହିଣୀମାନେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଘରେ ବସି ରୋଜଗାର କରିବାର ସୁଯୋଗ ଖୋଜୁଛନ୍ତି। ଭାରତୀୟ ଜୀବନ ବୀମା ନିଗମ (LIC) ଏହି ଆବଶ୍ୟକତାକୁ ବୁଝି ମହିଳାମାନଙ୍କ ପାଇଁ ଏକ ଅଭିନବ ଯୋଜନା ‘ବୀମା ସଖୀ’ ଆରମ୍ଭ କରିଛି। ଏହି…

୭ ଦିନ ପରେ ବି ଯଦି ଏହି ଲକ୍ଷଣ ଦେଖାଯାଉଛି ତେବେ ସାବଧାନ !

ନୂଆଦିଲ୍ଲୀ: କର୍କଟ ରୋଗ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଯାହା ସମୟମତୋ ଚିହ୍ନଟ କରାଗଲେ ଚିକିତ୍ସା ସଫଳ ହେବାର ସମ୍ଭାବନା ବହୁଗୁଣିତ ବୃଦ୍ଧି ପାଏ। ମେଦାନ୍ତା - ଦି ମେଡିସିଟିର ରେଡିଏସନ୍ ଅଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡକ୍ଟର ତେଜିନ୍ଦର କଟାରିଆଙ୍କ ମତରେ, “ଶରୀରରେ କିଛି ନିର୍ଦ୍ଦିଷ୍ଟ…

ଅଗଷ୍ଟ ୧୫ରେ ଜାତୀୟ ପତାକା ଗାଡ଼ିରେ ଲଗାଇଲେ ହେବ ଜେଲ୍ ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ:  ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ହେଉ କିମ୍ବା ଗଣତନ୍ତ୍ର ଦିବସ (୨୬ ଜାନୁଆରୀ), ଏହି ଅବସରରେ ଲୋକେ ନିଜ ଘର, ଅଫିସ ଓ ଗାଡ଼ିରେ ଜାତୀୟ ପତାକା ଝଣ୍ଡା ଲଗାଇ ଦେଶଭକ୍ତିର ଉତ୍ସାହ ପ୍ରଦର୍ଶନ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଝଣ୍ଡା ଫେରାଇବା କିମ୍ବା ଲଗାଇବା ପାଇଁ କିଛି…

ଧନଖଡ଼ଙ୍କ ଇସ୍ତଫା ପରେ କେମିତି ହେବ ନିର୍ବାଚନ? ଜାଣନ୍ତୁ କାହାର ପଲା ଭାରି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଦେବା ପରେ ଏହି ପଦ ଖାଲି ହୋଇଛି। ଏହି ପଦକୁ ଖାଲି ରଖାଯାଇ ପାରିବ ନାହିଁ, ତେଣୁ ଆଗାମୀ ୬ ମାସ ମଧ୍ୟରେ ଏହା ପାଇଁ ନିର୍ବାଚନ କରାଯିବ। ଏହି ପଦ ପାଇଁ ଅନେକ ନାମ ସାମ୍ନାକୁ ଆସୁଛି। ସଂଖ୍ୟାବଳ ଓ ରାଜନୈତିକ ସମୀକରଣ ଦୃଷ୍ଟିରୁ ସଂସଦର ଉଭୟ…

ଅଚାନକ ଧୀମା ହୋଇଯାଉଛି ଇଣ୍ଟରନେଟ ସ୍ପିଡ ? ଏମିତି କରନ୍ତୁ ଚୁଟିକରେ ସମାଧାନ ହୋଇଯିବ

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ହୁଏ ଯେ ଆପଣ ଫିଲ୍ମ ଷ୍ଟ୍ରିମ କରୁଛନ୍ତି, ଜୁମ କଲରେ ଯୋଗ ଦେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଏକ ଓ୍ଵେବସାଇଟ ଖୋଲୁଛନ୍ତି, କିନ୍ତୁ ହଠାତ୍‌ ଇଣ୍ଟରନେଟର ସ୍ପିଡ ଧୀମା ହୋଇଯାଏ। ଏପରି ସମୟରେ କାହାକୁ ଦୋଷ ଦେବା କିମ୍ବା ରାଗରେ ସର୍ଭିସ ପ୍ରୋଭାଇଡରଙ୍କୁ ଫୋନ…

ପୃଥିବୀରେ କେମିତି ସୃଷ୍ଚି ହେଲା ସମୁଦ୍ର, ଜାଣନ୍ତୁ ଏହାର ରୋଚକ ଇତିହାସ

ନୂଆଦିଲ୍ଲୀ: ଯେତେବେଳେ ପୃଥିବୀର ଜନ୍ମ ହେଲା, ତାହା ଥିଲା ଏକ ଜଳୁଥିବା ଗରମ ଗୋଲା, ଯେଉଁଥିରେ ଲାଭା ଓ ଗ୍ୟାସ ଭରପୂର ଥିଲା। ସେତେବେଳେ ଏହା ସମ୍ପୂର୍ଣ୍ଣ ଶୁଖିଲା ଥିଲା, ଏକ ବୁନ୍ଦା ପାଣି ମଧ୍ୟ ନଥିଲା। ତେବେ ପ୍ରଶ୍ନ ଉଠେ, କିପରି ସମୁଦ୍ର ସୃଷ୍ଟି ହେଲା? କେଉଁଠୁ ଆସିଲା ଏତେ ଅଥଳ ପାଣି,…

ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ

ଭୁବନେଶ୍ୱର : ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା…

ଚୁଟକିରେ ଆପଣଙ୍କ AI ଫୋଟୋ ବନାଇଦେବ ଇନଷ୍ଟାଗ୍ରାମ, ଜାଣନ୍ତୁ ଚମତ୍କାର ଉପାୟ

ନୂଆଦିଲ୍ଲୀ: ମେଟା AI ଭାରତରେ ତା’ର ନୂଆ ଫିଚର ‘ଇମାଜିନ ମି’ ଲଞ୍ଚ କରିଛି, ଯାହା ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକ ମେସେଞ୍ଜରରେ ଉପଲବ୍ଧ ହେବ। ଏହି ଫିଚର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଆପଣଙ୍କ ଫୋଟୋକୁ ବିଭିନ୍ନ ସେଟିଂ ଓ ଷ୍ଟାଇଲରେ ବଦଳାଇବାର ସୁବିଧା ଦେଇଥାଏ।…

ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖବର, ଡାକ୍ତର କହିଲେ ଆଉ ମାତ୍ର ଏତିକି ଦିନ….

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଚର୍ଚ୍ଚିତ ନେତାଙ୍କ ମଧ୍ୟରୁ ଅନ୍ୟତମ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵାସ୍ଥ୍ୟକୁ ନେଇ ନିକଟରେ ପ୍ରକାଶ ପାଇଥିବା ମେଡିକାଲ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଟ୍ରମ୍ପଙ୍କୁ ଆଖିରି କ’ଣ ହୋଇଛି? ତାଙ୍କ ରୋଗ କେତେ ଗମ୍ଭୀର ଓ…