ଏହି ସହରକୁ କାହିଁକି କୁହାଯାଏ ‘ଓ୍ଵାଇନ୍ କ୍ୟାପିଟାଲ’, ଏହିଠାରେ ପଡ଼ିଥିଲା ସମୁଦ୍ର ମନ୍ଥନର ସୋମରସ
ନୂଆଦିଲ୍ଲୀ: ଯଦି ଦେଢ଼ରୁ ଦୁଇ ଦଶନ୍ଧି ପୂର୍ବେ କୌଣସି ଭାରତୀୟ ଓ୍ଵାଇନ୍ର ସ୍ଵାଦ ନେବାକୁ ଚାହୁଁଥିଲେ, ତାଙ୍କୁ ଇଟାଲୀ, ଫ୍ରାନ୍ସ କିମ୍ବା କାଲିଫୋର୍ନିଆ ଭଳି ସ୍ଥାନକୁ ଯାତ୍ରା କରିବାକୁ ପଡୁଥିଲା। କିନ୍ତୁ ଏବେ କେବଳ ଦେଶୀୟ ନୁହେଁ, ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଭାରତରେ ତିଆରି ହେଉଥିବା…