ଅଜାଣତରେ ଆପଣଙ୍କ ଫଟୋ କିମ୍ୱା ଭିଡିଓ ଇଣ୍ଟନେଟରେ ଭାଇରାଲ ହେଉଛିକି? ଜାଣନ୍ତୁ କେମିତି ହଟାଇବେ
ନୂଆଦିଲ୍ଲୀ: କଳ୍ପନା କରନ୍ତୁ, ଆପଣଙ୍କର ଏକ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ, ଯାହାକୁ ଆପଣ କେବେ ସାର୍ବଜନୀନ କରିନାହାନ୍ତି, ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଏହା କେମିତି ଲାଗିବ? ଏପରି ଅନୁଭବ ହେଲା ଜଣେ ମହିଳା ଓକିଲଙ୍କୁ, ଯିଏ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।…