ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟ୍କା, ୨୪ ଘଣ୍ଟାରେ ଦୁଇଥର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି, ଯାହାର କେନ୍ଦ୍ରସ୍ଥଳ ଥିଲା ହରିୟାଣାର ଝାଜ୍ଜର। ଏହା ପୂର୍ବରୁ ଗତକାଲି ସକାଳ ୯ଟା ୪ରେ ଆଉ…