ଭାରତର ପ୍ରଥମ ସୋଲାର ସ୍ମାର୍ଟ ବସ୍ ଷ୍ଟେସନ, ବିନା ବିଦ୍ୟୁତରେ ଚାଲୁଛି ସବୁ କିିଛି
ନୂଆଦିଲ୍ଲୀ: ଗତ ବୁଧବାର ସୁରଟ ସହର ଭାରତର ପ୍ରଥମ ସୋଲାର ଶକ୍ତିଚାଳିତ ସ୍ମାର୍ଟ ବସ ଷ୍ଟେସନ ଉଦ୍ଘାଟନ କରି ଇତିହାସ ରଚିଛି। ସୁରଟ ମ୍ୟୁନିସିପାଲ କର୍ପୋରେସନ (ଏସଏମସି) ଦ୍ୱାରା ବିକଶିତ ଏହି ଇଲେକ୍ଟ୍ରିକ ବସ ଡିପୋ ଅଲଥାନରେ ନିର୍ମିତ ହୋଇଛି, ଯାହାର ନିର୍ମାଣ ଖର୍ଚ୍ଚ ୧.୬୦ କୋଟି ଟଙ୍କା।…