Latest Odisha News

BREAKING NEWS

ଗୋଟିଏ ଫଳର ଦାମ ୩୦ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ଏତେ ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ଜିନିଷର କଥା ଆସିଲେ ଆମ ମନରେ ସାଧାରଣତଃ ଲଗ୍ଜୁରି କାର୍‌, ସୁନା କିମ୍ବା ହୀରା ଭଳି ଜିନିଷ ହିଁ ଆସେ । କିନ୍ତୁ ଜାପାନରେ ଏକ ଏଭଳି ଖରବୁଜ ଅଛି, ଯାହାର ମୂଲ୍ୟ ଏକ ନୂଆ କାର୍‌ଠାରୁ ମଧ୍ୟ ଅଧିକ ହୋଇପାରେ । ଏହାର ନାମ ହେଉଛି ଯୁବାରି କିଙ୍ଗ ମେଲନ୍ । ଏହା କେବଳ ଜାପାନରେ…

କ’ଣ ଏହି WiFi Calling? ଜାଣନ୍ତୁ କେମିତି ବିନା ସିଗ୍‌ନାଲରେ ବି କରିପାରିବେ କଲ୍

ନୂଆଦିଲ୍ଲୀ: ଯଦି ଆପଣଙ୍କ ଘର, ଅଫିସ୍ କିମ୍ବା କୌଣସି ଉଚ୍ଚ ଅଟ୍ଟାଳିକାରେ ମୋବାଇଲ୍ ନେଟୱର୍କ ଠିକ୍ ଭାବେ କାମ କରୁନାହିଁ, ତେବେ WiFi Calling ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଉପଯୋଗୀ ସୁବିଧା ହୋଇପାରେ। ଏହି ଫିଚର୍ ସାହାଯ୍ୟରେ ଆପଣ ମୋବାଇଲ୍ ସିଗନାଲ୍ ନଥିଲେ ମଧ୍ୟ କଲ୍ କରିପାରିବେ ଏବଂ…

ସ୍ୱାମୀଙ୍କ ଶବ ସହ ଶୋଇଥାନ୍ତି ମହିଳା, ସ୍ୱପ୍ନରେ ଆସିଥାଏ ଦ୍ୱିତୀୟ ବିବାହ ପାଇଁ ଅନୁମତି : ଅଜବ ପରମ୍ପରା

ନୂଆଦିଲ୍ଲୀ: ଆଫ୍ରିକାର ନୀଳ ନଦୀ ଉପତ୍ୟକାରେ ବହୁ ଜନଜାତି ବାସ କରନ୍ତି। ଏହି ସବୁ ଜନଜାତି ଶତାବ୍ଦୀ ଧରି ନିଜର ପରମ୍ପରାଗତ ରୀତିନୀତି ପାଳନ କରି ଆସୁଛନ୍ତି। ଏହି ଜନଜାତିମାନଙ୍କ ସମୂହକୁ ନିଲୋଟିକ ସମ୍ପ୍ରଦାୟ କୁହାଯାଏ। ଏମାନେ ନିଜର ଆଧ୍ୟାତ୍ମିକ ବିଶ୍ୱାସ ଅନୁଯାୟୀ ରୀତିନୀତି ପାଳନ…

ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍‌ ଘରେ ରହିଥିଲେ ସାବଧାନ ! ନହେଲେ ….

ନୂଆଦିଲ୍ଲୀ: ଦିଲ୍ଲୀର ଵଜିରପୁର ଅଞ୍ଚଳରୁ ରେଡ୍ ସମୟରେ କୋଟି କୋଟି ଟଙ୍କାର ବନ୍ଦ ହୋଇଯାଇଥିବା ₹୫୦୦ ଏବଂ ₹୧୦୦୦ର ନୋଟ୍ ଜବଦ ହୋଇଛି। ନୋଟ୍‌ ବନ୍ଦୀର ବର୍ଷ ବର୍ଷ ପରେ ମଧ୍ୟ ବହୁ ଲୋକଙ୍କ ଆଲମାରି, ଲକର୍ କିମ୍ବା ପୁରୁଣା ଫାଇଲ୍‌ରେ ₹୫୦୦ ଏବଂ ₹୧୦୦୦ଟଙ୍କାର ନୋଟ୍ ମିଳିବା ନେଇ ଅନେକ ଚର୍ଚ୍ଚା…

ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ସଂଗଠନାତ୍ମକ ପଦକ୍ଷେପ ନେଇଛି। ବିଜେପି ବରିଷ୍ଠ ନେତା ତଥା ବିହାର କ୍ୟାବିନେଟ୍ ମନ୍ତ୍ରୀ ନୀତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଦେଇଛି। ଏହାର ଅର୍ଥ ହେଉଛି ଯେ ନୀତିନ ନବୀନ ପୂର୍ଣ୍ଣକାଳୀନ…

ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…

ନୂଆଦିଲ୍ଲୀ: ସାପ ମାରାତ୍ମକ ବୋଲି ତା’ଠାରୁ ଦୂରେଇ ରହିବାକୁ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ଭୟଭୀତ ହୋଇ ଯେକୌଣସି ପ୍ରକାରେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି। କିମ୍ବା ସାପ ଧରାଳିଙ୍କୁ ଡାକି ତାକୁ ଉଦ୍ଧାର କରନ୍ତି। ସାପ ବିଶ୍ୱର ବିଷାକ୍ତ ପ୍ରାଣୀମାନଙ୍କ…

ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…

ନୂଆଦିଲ୍ଲୀ: ଯେତେବେଳେ ଜଣେ ସବୁ ପ୍ରକାର ଆଶା ଛାଡ଼ି ଦେଇଥାଏ, ସେ ଆତ୍ମହତ୍ୟା ଶେଷ ବାଟ ବାଛି ନେଇଥାଏ । ସେ ଭାବି ନେଇଥାଏ ଯେ ଆତ୍ମହତ୍ୟାକୁ ଏକମାତ୍ର ସମାଧାନ । ହେଲେ ଆପଣ ଜାଣନ୍ତି କି ମଣିଷ ମସ୍ତିଷ୍କ, ଯାହାକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଏବଂ କମ୍ପ୍ୟୁଟରଠାରୁ ଦ୍ରୁତ ବୋଲି…

ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପରୀକ୍ଷଣ ବା ଏକ୍ସପେରିମେଣ୍ଟ କରାଯାଏ। କେତେକ ପରୀକ୍ଷଣ ବିଷୟରେ ସମସ୍ତେ ଜାଣିଥାଆନ୍ତି, ଆଉ କିଛି ଗୋପନୀୟ ଭାବେ କରାଯାଇଥାଏ।ଯାହା ସାଧାରଣରେ ପ୍ରକାଶ ପାଏ ନାହିଁ। କୁହାଯାଏ ଯେ ୧୯୪୦ ଦଶକରେ ଏପରି ଏକ ପରୀକ୍ଷଣ ହୋଇଥିଲା, ଯାହା…

ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ…

ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ: ଭାରତୀୟ ସଂସଦକୁ ଦେଶର ସବୁଠାରୁ ସମ୍ମାନିତ ସଂସ୍ଥା ଭାବେ ଗଣାଯାଏ। କିନ୍ତୁ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଲୋକସଭା ଭିତରେ ଜଣେ ସାଂସଦ ଈ-ସିଗାରେଟ୍ (ଇଲେକ୍‌ଟ୍ରୋନିକ୍ ସିଗାରେଟ୍) ପିଇଥିବା ଅଭିଯୋଗ ଉଠିବା ପରେ ସଦନରେ ଭୟଙ୍କର ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ସାଂସଦ…