Latest Odisha News

BREAKING NEWS

ଭାରତର କେଉଁ ବୟସର ଲୋକସଂଖ୍ୟା ପାଉଛି ହ୍ରାସ ? ଆଶ୍ଚର୍ଯ୍ୟ କଲା ରିପୋର୍ଟ

ନୂଆଦିଲ୍ଲୀ :ଭାରତର ଜନସଂଖ୍ୟାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି, ଯାହା ଭବିଷ୍ୟତ ପାଇଁ ଚିନ୍ତାର କାରଣ ହୋଇପାରେ। ସଂଯୁକ୍ତ ରାଷ୍ଟ୍ରର ନୂଆ ବିଶ୍ୱ ଜନସଂଖ୍ୟା ନୀତି (SWOP) ରିପୋର୍ଟ ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁସାରେ, ଭାରତର ମୋଟ ଜନସଂଖ୍ୟା…

ଭାରତର ଏହି ରାଜ୍ୟର ବଜେଟଠୁ ବି କମ୍ ପାକିସ୍ତାନର ଡିଫେନ୍ସ ବଜେଟ, ଅସ୍ତ୍ର ଉପରେ ଏତେ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ : ଭାରତ ସହ ଉତ୍ତେଜନା ପରେ ପାକିସ୍ତାନର ଦୁର୍ବଳତା ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ଭିତରେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଅନ୍ୟପକ୍ଷରେ, ପାକିସ୍ତାନ ପଠାଇଥିବା ସମସ୍ତ ଡ୍ରୋନ୍‌କୁ ଭାରତ ଧ୍ୱଂସ କରିଦେଇଥିଲା। ଏହି ପରାଜୟରେ ବିଚଳିତ ହୋଇ…

ଆଇନଷ୍ଟାଇନ ବି କରିଥିଲେ ଭୁଲ… ବ୍ରହ୍ମାଣ୍ଡର ନାହିଁ କେନ୍ଦ୍ରବିନ୍ଦୁ ! ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ : ଏକ ଶତାବ୍ଦୀ ତଳେ, ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ତାଙ୍କର ସାଧାରଣ ଆପେକ୍ଷିକତା ତତ୍ତ୍ୱ (Theory of General Relativity) ମାଧ୍ୟମରେ ଏକ ଆଶ୍ଚର୍ଯ୍ୟଜନକ ବିଶ୍ୱାସ ରଖିଥିଲେ। ସେ ମନେ କରୁଥିଲେ ଯେ ବ୍ରହ୍ମାଣ୍ଡ ସ୍ଥିର ଅଛି—ଏହା ନା ବିସ୍ତାର ହୁଏ, ନା…

ବିଶ୍ୱର ଏହି ଗୋଟିଏ ଦେଶରେ ନାହିଁ ମଶା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ମଶା କେବଳ ଆପଣଙ୍କ ରକ୍ତ ଶୋଷିନଥାଏ ,ବରଂ ଆପଣଙ୍କ ଜୀବନ ମଧ୍ୟ ନେଇଥାଏ। ମଶା କାମୁଡ଼ିବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ମଧ୍ୟ ବ୍ୟାପାଇଥାଏ। ପରିସଂଖ୍ୟାନ ଅନୁସାରେ, ପ୍ରତିବର୍ଷ ମଶା କାରଣରୁ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ଆପଣ ଜାଣନ୍ତି କି,…

ବଦଳିଲା କନଫର୍ମ ଟିକେଟର ନିୟମ ! ଏବେ ୨୪ ଘଣ୍ଟା ପୂର୍ବରୁ ସୁବ ଜାଣି ପାରିବେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ଓ ମାନସିକ ଶାନ୍ତିକୁ ପ୍ରାଥମିକତା ଦେଇ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ଯୋଜନା ଅନୁସାରେ, ଟ୍ରେନ୍ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ ହେବ, ଯାହା ଯାତ୍ରୀଙ୍କୁ ଶେଷ ମୁହୂର୍ତ୍ତର ଅନିଶ୍ଚିତତାରୁ…

୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା, ଯେଉଁଥିରେ ଦେଖିପାରିବେ….

ଭୁବନେଶ୍ୱର: ୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା । ମିକ୍ସଡ୍‌ ରିଆଲିଟି ହେଡସେଟ୍‌ରେ ପରୀକ୍ଷଣ ପରେ ଏବେ ମେଟାର ଜନପ୍ରିୟ ରେ-ବାନ୍‌ ସ୍ମାର୍ଟ ଚଷମାର ପ୍ରତିଦ୍ୱନ୍ଦୀ ଭାବେ ନିଜର ସ୍ମାର୍ଟ ଚଷମା ତିଆରି କରିବାକୁ ଯାଉଛି। ବ୍ଲୁମବର୍ଗର ମାର୍କ ଗୁରମାନଙ୍କ ରିପୋର୍ଟ ଅନୁସାରେ, ଆପଲ୍‌ ୨୦୨୬ ଶେଷ…

କର୍ମଚାରୀଙ୍କୁ ସରକାରଙ୍କ ବଡ଼ ଉପହାର, ବଢ଼ିଗଲା ପେନସନ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିକଟରେ ଘୋଷଣା କରିଥିବା ଅଷ୍ଟମ ବେତନ କମିଶନ (8th Pay Commission) ଏବଂ ଏକକ ପେନସନ ଯୋଜନା (Unified Pension Scheme - UPS) ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଜୀବନରେ ଏକ ନୂତନ ଆର୍ଥିକ ସୁରକ୍ଷା ଓ ସମୃଦ୍ଧିର ପଥ ଖୋଲିବାକୁ…

ନିଜର ପରମାଣୁ ଅସ୍ତ୍ରକୁ ନଷ୍ଟ କରିଦେଲା ଏହି ଦେଶ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ବିଶ୍ୱରେ ଯେତେବେଳେ ମଧ୍ୟ ବିପଜ୍ଜନକ ଅସ୍ତ୍ରଶସ୍ତ୍ରର କଥା ଉଠେ, ପରମାଣୁ ବୋମାର ନାମ ସବୁଠାରୁ ଆଗରେ ଆସିଥାଏ। ପରମାଣୁ ବୋମା ଏପରି ଅସ୍ତ୍ର ଯାହା ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରେ। ଏହାର ଭୟଙ୍କରତା ବିଶ୍ୱ ପ୍ରଥମେ ଦେଖିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ…

2025 ରେ କେଉଁ ବାଇକ୍ ଦେଉଛି ସର୍ବାଧିକ ମାଇଲେଜ୍? କିଣିବା ପୂର୍ବରୁ ଜାଣିନିଅନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ସହିତ ଭାରତୀୟ ବଜାରରେ ଉଚ୍ଚ ମାଇଲେଜ୍ ଦେଉଥିବା ବାଇକ୍‌ଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। 2025 ସୁଦ୍ଧା ଅନେକ ପ୍ରମୁଖ ବାଇକ୍ ନିର୍ମାତା କମ୍ପାନୀ ନିଜର ଇନ୍ଧନ ଦକ୍ଷତା ସହିତ ଶସ୍ତା ଓ ଭରସାଯୋଗ୍ୟ ବାଇକ୍‌ଗୁଡ଼ିକୁ ବଜାରକୁ ଆଣିଛନ୍ତି। ଆସନ୍ତୁ…

ଗୋଟିଏ ଲିଟର ଡିଜେଲରେ କେତେ କିଲୋମିଟର ଚାଲିଥାଏ ଟ୍ରେନ ? ମାଇଲେଜ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆମ ଦେଶରେ ଯେତେବେଳେ କୌଣସି ଗାଡ଼ି କିଣାଯାଏ, ଲୋକେ ସବୁଠାରୁ ପ୍ରଥମେ ଏହାର ମାଇଲେଜ୍‌ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି। ଅର୍ଥାତ୍‌, ଗୋଟିଏ ଲିଟର ଡିଜେଲ କିମ୍ବା ପେଟ୍ରୋଲରେ ଗାଡ଼ି କେତେ କିଲୋମିଟର ଚାଲିପାରିବ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯେତେବେଳେ ଲକ୍ଷ ଲକ୍ଷ ଲୋକ…