Latest Odisha News

BREAKING NEWS

ମିଳୁନାହିଁ କି ଟ୍ରେନର କନଫର୍ମ ଟିକେଟ: AI କରିବ ସାହାଯ୍ୟ, ଚୁଟକିରେ ହୋଇଯିବ ସମାଧାନ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରେଳବାଇ ଟିକେଟ ବୁକିଂ ସମୟରେ ଟିକେଟ ନମିଳିବା ସମସ୍ୟାରେ ଅସୁବିଧାରେ ପଡ଼ୁଛନ୍ତ, ତେବେ ଆପଣଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇର IRCTC ଏବେ ନିଜ ସେବାକୁ ଉନ୍ନତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲଜିର ବ୍ୟବହାର କରିବାକୁ ଯାଉଛି। ଏହା…

ଚାକିରି ନେଇଯିବ AI, ରିପୋର୍ଟରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବେ କେବଳ ଛୋଟ ଅଫିସ କାମରେ ସୀମିତ ହୋଇ ରହିବ ନାହିଁ । ଏହା ସମଗ୍ର ଶିଳ୍ପର ଦିଗ ବଦଳାଉଛି। ନିକଟରେ ପ୍ରକାଶିତ ରିପୋର୍ଟ ଦାବି କରିଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୪୦ ପ୍ରତିଶତ ଚାକିରି ଉପରେ AIର ପ୍ରଭାବ ପଡ଼ିବ। କେତେକ…

କମ ଟଙ୍କାରେ ଚମତ୍କାର ଅଫର ! ୫୧ ଟଙ୍କା ପ୍ଲାନରେ Jio ଦେଲା ଅସୀମିତ ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପୁଣି ଥରେ ପ୍ରମାଣ କରିଛି କାହିଁକି ଏହା ଦେଶର ସବୁଠୁ ଅଧିକ ମୋବାଇଲ ଗ୍ରାହକଙ୍କ ପସନ୍ଦ। କମ୍ ମୂଲ୍ୟରେ ଅଧିକ ଲାଭ ଦେବାରେ ଜିଓ ନିଜର ଅନନ୍ୟ ଶୈଳୀ ବଜାୟ ରଖି ମାତ୍ର ୫୧ ଟଙ୍କାରେ ଏକ ଏପରି ଡାଟା ପ୍ୟାକ୍ ଆରମ୍ଭ କରିଛି, ଯାହା ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଏକ…

ଅଧିକ ତାପମାତ୍ରା ବଢ଼ିଲେ କମିଥାଏ ରୋଗ, ନୂଆ ରିସର୍ଚ୍ଚରେ ଚମକାଇଲା ଭଳି ଖୁଲାସା

ନୂଆଦିଲ୍ଲୀ: ବାର୍ତ୍ତମାନ ଯାଏ କୁହାଯାଉଥିଲା ଯେ ଗରମ ବଢ଼ିଲେ ରୋଗ ଦ୍ରୁତ ଗତିରେ ବ୍ୟାପିବ। ତାପମାତ୍ରା ଯେତେ ଅଧିକ ହେବ, ରୋଗ ସେତେ ତୀବ୍ର ହେବ। କିନ୍ତୁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଏକ ନୂଆ ଗବେଷଣା ଏହି ଧାରଣାକୁ ପଛରେ ପକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଏକ ଗବେଷଣା…

ଭାରତର ଗୋଟିଏ ଝଟକାରେ ପାକିସ୍ତାନ ଧୂଳିସାତ୍ , ମାସେ ପରେ ଜଣାପଡ଼ିଲା ସତ

ଭାରତର ଗୋଟିଏ ଝଟକାରେ ସ୍ଥିତି ଏମିତି ହୋଇଛି ଯେ ଏବେ ବି ବିଳିବିଳେଉଛି ପାକିସ୍ତାନର। ପାକିସ୍ତାନକୁ ଧୂଳିସାତ କଲା ଅପରେସନ ସିନ୍ଦୂର। ଭାରତ ଯେ ଏମିତି ପ୍ରହାର କରିବ ସ୍ୱପ୍ନରେ ଭାବିନଥିଲା ଏହି ଆତଙ୍କୀ ଦେଶ । ଆଟାକର ମାସେ ପରେ ସାମ୍ନାକୁ ଆସିଛି ପାକିସ୍ତାନର କ୍ଷୟକ୍ଷତିର ହିସାବ ।…

ଏହି ପ୍ଲେୟର୍ସଙ୍କୁ ନେଇ ବନାନ୍ତୁ Dream 11 ଟିମ୍, କ୍ୟାପଟେନ୍-ଭାଇସ କ୍ୟାପଟେନ ପାଇଁ ଏହି ଅଫସନ୍ ବେଷ୍ଟ

ଅହମଦାବାଦ: ଆଉ କିଛି ସମୟ ପରେ IPL 2025ର ଫାଇନାଲ ମୁକାବିଲା। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ପଞ୍ଜାବ କିଙ୍ଗସ (PBKS) ମଧ୍ୟରେ ଖେଳାଯିବ ଫାଇନାଲ। ପ୍ରଶଂସକମାନେ ଏହି ରୋମାଞ୍ଚକର ମ୍ୟାଚକୁ ଅପେକ୍ଷା କରିଛନ୍ତି, କାରଣ ଏହି ସିଜନରେ IPLକୁ ଏକ ନୂଆ…

ଆଜିର ଦିନରେ ରେଡିଓରେ ‘ଭାରତ ବିଭାଜନ’ ହୋଇଥିଲା ଘୋଷଣା, ଜାଣନ୍ତୁ ଅନେକ ରୋଚକ କଥା

ନୂଆଦିଲ୍ଲୀ: ୩ ଜୁନ୍, ଏହି ଦିନ ଭାରତର ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଥିଲା। ୧୯୪୭ ମସିହାରେ ଏହି ଦିନ ବ୍ରିଟିଶ ଶାସନର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟନ ଭାରତ ବିଭାଜନର ଘୋଷଣା କରିଥିଲେ। ଏହି ଘଟଣା ‘୩ ଜୁନ୍ ଯୋଜନା’ ବା ‘ମାଉଣ୍ଟବେଟନ ଯୋଜନା’ ନାମରେ ପରିଚିତ। ଏହି ଯୋଜନା…

କେମିତି ଏଟିଏମରୁ ଉଠାଇବେ ପିଏଫ ଟଙ୍କା? ଜାଣନ୍ତୁ ପୂରା ପ୍ରକ୍ରିୟା…

ନୂଆଦିଲ୍ଲୀ: ଭାରତର ଲକ୍ଷାଧିକ ପ୍ରୋଭିଡେଣ୍ଟ ଫଣ୍ଡ (PF) ସଦସ୍ୟଙ୍କ ପାଇଁ ଏକ ବଡ଼ ଖୁସି ଖବର। କେନ୍ଦ୍ର ସରକାର ଏମ୍ପ୍ଲୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO)ର ସେବାକୁ ଆଧୁନିକ ଓ ସୁଗମ କରିବା ପାଇଁ EPFO 3.0 ନାମକ ଏକ ବୈପ୍ଳବିକ ପ୍ଲାଟଫର୍ମ ଜୁନ୍ ୨୦୨୫ରୁ ଆରମ୍ଭ କରିବାକୁ ଯୋଜନା…

ଟ୍ରାନ୍ସଜେଣ୍ଡର ବାପା-ମାଆ ହୋଇପାରିବେ କି ? ଆସିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ଦମ୍ପତିମାନେ କ’ଣ ‘ମାଆ’ ବା ‘ବାପା’ ପରିବର୍ତ୍ତେ କେବଳ ‘ମାତାପିତା’ ଭାବେ ପରିଚିତ ହେବାର ଅଧିକାର ରଖନ୍ତି? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ କେରଳ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। କୋର୍ଟ କୋଝିକୋଡ…

ରହସ୍ୟମୟ ଭାବେ ସମୁଦ୍ର ହେଉଛି କଳା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ଲଣ୍ଡନ: ଏକ ନୂଆ ଗବେଷଣା ଅନୁସାରେ, ଗତ ୨୦ ବର୍ଷରେ ବିଶ୍ୱର ୨୧ ଶତାଂଶରୁ ଅଧିକ ମହାସାଗର ଅତ୍ୟନ୍ତ ଗାଢ଼ କଳା ହୋଇଯାଇଛି। ଏହାର ଅର୍ଥ ପ୍ରାୟ ୭.୫ କୋଟି ବର୍ଗ କିଲୋମିଟରରୁ ଅଧିକ ସାଗରୀୟ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଗବେଷଣା ‘ଗ୍ଲୋବାଲ ଚେଞ୍ଜ ବାୟୋଲୋଜି’ ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶ…