Oppo Reno 12 ଉପରେ ୧୩ ହଜାର ଟଙ୍କାରୁ ଅଧିକ ଅଫର, ଫ୍ଲିପକାର୍ଟରେ ଖସିଲା ଦାମ
ଭୁବନେଶ୍ୱର: ଆପଣ କମ୍ ଖର୍ଚ୍ଚରେ ନିଜ ସ୍ମାର୍ଟଫୋନକୁ ଆପଗ୍ରେଡ କରିବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଓପୋ ରେନୋ ୧୨ ଉପରେ ଫ୍ଲିପକାର୍ଟରେ ଚାଲୁଥିବା ନୂଆ ଡିଲ୍କୁ ଆପଣ ନିଶ୍ଚିତ ଦେଖିବା ଉଚିତ। ଏହି ଷ୍ଟାଇଲିସ୍ ନୂଆ ଫୋନ୍ ଉପରେ ଏବେ ଚମତ୍କାର ରିହାତି ମିଳୁଛି, ଯାହା ଏହାକୁ କିଣିବା…