Latest Odisha News

BREAKING NEWS

ଖୁବ ଶୀଘ୍ର ବିଶ୍ୱ ଯୁଦ୍ଧ ! ନିଆଁ ସହ ଖେଳୁଛନ୍ତି ପୁତିନ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବିଶ୍ୱ ଦେଖିବାକୁ ଯାଉଛି ମହାଯୁଦ୍ଧ। ସିଧା ଭାଷାରେ କହିଲେ ବିଶ୍ୱ ଯୁଦ୍ଧ। ଆଜ୍ଞା ହଁ, ହୁଏ ତ ଏହା ଏକପ୍ରକାର ଅନୁମାନ ହୋଇପାରେ। କିନ୍ତୁ ବିଶ୍ୱ ଯୁଦ୍ଧ ଆଡ଼କୁ ସଙ୍କେତ ଦେଲାଣି ରୁଷିଆ-ୟୁକ୍ରେନ ଯୁଦ୍ଧ ।  ଏବେ ଆଉ ଋଷିଆ-ୟୁକ୍ରେନ ମଧ୍ୟରେ ନୁହେଁ, ଆମେରିକା-ଋଷିଆ…

ବର୍ଷା ଦିନେ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ ହୋଇଯିବେ ତାଜୁବ

ଭୁବନେଶ୍ୱର: ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି…

ପୁଟିନଙ୍କ ଯେଉଁ ହେଲିକପ୍ଟରକୁ ଟାର୍ଗେଟ କରିଥିଲା ୟୁକ୍ରେନ, ଏଥିରେ ଯାଆନ୍ତି ମୋଦି

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ବର୍ଷ ବିତି ଯାଇଛି। ଏହି ତିନି ବର୍ଷ ମଧ୍ୟରେ ଉଭୟ ପକ୍ଷରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚେଷ୍ଟା ସତ୍ତ୍ୱେ ଏହି ଯୁଦ୍ଧ ଏପର୍ଯ୍ୟନ୍ତ ବନ୍ଦ ହୋଇପାରି ନାହିଁ।…

୧୦,୦୦୦ ଟଙ୍କା ତଳକୁ ଖସି ଆସିଲା ୱାନପ୍ଲସ୍ ସ୍ମାର୍ଟଫୋନର ଦାମ, ଚମତ୍କାର ଅଫର

ଭୁବନେଶ୍ୱର : ଚମତ୍କାର ଡିଜାଇନ୍‌, ଉଚ୍ଚମାନର ପରଫରମାନ୍ସ, ଉନ୍ନତ କ୍ୟାମେରା ଓ ଫାଷ୍ଟ ଚାର୍ଜିଂ ସହିତ OnePlus 13 ସ୍ମାର୍ଟଫୋନରେ ଏକ ଆକର୍ଷଣୀୟ ଡିଲ୍‌ ଆସିଛି। ଚଳିତ ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା ଏହି ଫ୍ଲାଗଶିପ ହ୍ୟାଣ୍ଡସେଟ୍‌ ନିଜ ସେଗମେଣ୍ଟରେ ସବୁଠାରୁ ଶ୍ରେଷ୍ଠ ସ୍ମାର୍ଟଫୋନ୍‌…

ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ, ଆମର ଏକ ଟଙ୍କା ସମାନ ପାକର କେତେ?

ନୂଆଦିଲ୍ଲୀ: ଭାରତର ୧୦୦ ଟଙ୍କା ସମାନ ୩୨୮ ପାକିସ୍ତାନୀ ମୁଦ୍ରା। ପାକିସ୍ତାନକୁ କାଙ୍ଗାଳ କରିଦେଲା ଭାରତ। ଆଗକୁ ଆହୁରି ସାଂଘାତିକ ସ୍ଥିତି।  ଭାରତ ସହ ପାକିସ୍ତାନର ଯୁଦ୍ଧ ପରେ କେମିତି ରହିଛି ଏହି ଆତଙ୍କୀ ଦେଶର ଅର୍ଥବ୍ୟବସ୍ଥା? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି। କାହିଁକି ନା…

ମୋବାଇଲ ଟାୱାରର ପାର୍ଟସ ଉଡ଼ାଇ ନେଲା ଚୋର, ଫୋନର ନେଟୱାର୍କ ଗାଏବ

ନୂଆଦିଲ୍ଲୀ : ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ମୋବାଇଲରେ ନେଟୱାର୍କ ସିଗନାଲ ନ ମିଳିବା କାରଣରୁ ଅସୁବିଧାରେ ପଡ଼ୁଛନ୍ତି, ତେବେ ଏଥିପାଇଁ ଟେଲିକମ କମ୍ପାନୀଙ୍କୁ ଦୋଷ ଦେବା ଭୁଲ ହେବ। ଦିଲ୍ଲୀରେ ନେଟୱାର୍କ ସମସ୍ୟାର ମୂଳ କାରଣ ହେଉଛି ଚୋର, ଯେଉଁମାନେ ମୋବାଇଲ ଟାୱାରର ମୂଲ୍ୟବାନ…

“ମୁଁ ମରି ନାହିଁ, ଆମ୍ୱୁଲାନ୍ସକୁ କଲ କର!”: ୧୨ ମହଲାରୁ ତଳକୁ ଖସିଲେ ମହିଳା, ସ୍ୱାମୀଙ୍କୁ ଲାଗିଲା ସବୁ ସରିଗଲା

ଭୁବନେଶ୍ୱର : କେହି ବଞ୍ଚିବା କିମ୍ବା ମରିବାର ତାରିଖ କେବଳ ଈଶ୍ୱର ହିଁ ନିର୍ଦ୍ଧାରଣ କରନ୍ତି। ଏହାର ପ୍ରମାଣ ମିଳେ ଯେତେବେଳେ କେହି ଦୁଇ ମହଲାରୁ ଖସି ପ୍ରାଣ ହରାନ୍ତି, ଆଉ କେହି ୧୨ ମହଲାରୁ ଖସି ମଧ୍ୟ ବଞ୍ଚି ଯାଆନ୍ତି। ଚୀନ୍‌ର ଜିଆଙ୍ଗସି ପ୍ରଦେଶରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।…

ଭାରତର ଏହି ସ୍ପେସିଆଲ ଫୋର୍ସରେ ଜଣେ ବି ନାହାନ୍ତି ମହିଳା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଭାରତୀୟ ସେନାରେ ପୁରୁଷମାନେ ଯେତିକି ଉତ୍ସାହ ଓ ଦେଶଭକ୍ତି ନେଇ ଯୋଗ ଦିଅନ୍ତି, ମହିଳାମାନେ ମଧ୍ୟ ସେତିକି ଉତ୍ସାହ ଓ ଦୃଢ଼ତା ସହିତ ଆଗେଇ ଆସୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ସେନାରେ କେବଳ ପୁରୁଷମାନେ ଭର୍ତ୍ତି ହେଉଥିଲେ, କିନ୍ତୁ ସମୟ ବଦଳିଛି। ଏବେ ମହିଳାମାନେ…

ଏହି ଦେଶରେ ୭୩ ବର୍ଷ ପରେ ମିଳିବ ମଦ, ଏବେବି ଅନେକ ଦେଶରେ ବ୍ୟାନ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଚା ଓ ମଦ ସର୍ବାଧିକ ପିଆଯାଉଥିବା ପାନୀୟ ମଧ୍ୟରେ ଅନ୍ୟତମ। ମଦ ବ୍ୟବସାୟ ଏତେ ବୃହତ୍ ଯେ ଏହା ଅନେକ ଛୋଟ ଦେଶର ଜିଡିପି (GDP) ସହିତ ତୁଳନୀୟ। ପ୍ରତିବର୍ଷ ଏହି ବ୍ୟବସାୟରୁ ବିଲିୟନ ଡଲାରର ଆୟ ହୋଇଥାଏ। ତେବେ, କେତେକ ଦେଶ ଏପରି ଅଛନ୍ତି, ଯେଉଁଠାରେ ମଦ ଉପରେ…

ବିବାହ ଋତୁରେ କେତେ ରହିଛି ସୁନା ଦର, ନଜର ପକାନ୍ତୁ….

ଭୁବନେଶ୍ୱର : ବାହାଘର ଋତୁ ଚାଲିଥିବା ବେଳେ ସୁନା ଓ ରୂପାର ଦର ଆକାଶଛୁଆଁ ହେବାରେ ଲାଗିଛି, ଯାହା ସୁନା ପ୍ରେମୀ ଓ ଗ୍ରାହକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି। ଆଜିର ବଜାର ଦର ଅନୁସାରେ, ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୯୮,୦୮୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର…