Latest Odisha News

BREAKING NEWS

ନେଟଫ୍ଲିକ୍ସ ୟୁଜର୍ସଙ୍କ ପାଇଁ ନିରାଶାଜନକ ଖବର ! ୨ ଜୁନରେ ଏହି ଡିଭାଇସରୁ ହୋଇଯିବ ବନ୍ଦ

ଭୁବନେଶ୍ୱର : ଯଦି ଆପଣ ଆପଣଙ୍କର ପୁରୁଣା ଆମାଜନ୍ ଫାୟାର ଟିଭି ଷ୍ଟିକ୍ ମାଧ୍ୟମରେ ନେଟଫ୍ଲିକ୍ସରେ ଫିଲ୍ମ ଓ ସୋ’ର ମଜା ନେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଟିକେ ନିରାଶାଜନକ ହୋଇପାରେ। ନେଟଫ୍ଲିକ୍ସ ଘୋଷଣା କରିଛି ଯେ ଆଗାମୀ ୨ ଜୁନ୍ ୨୦୨୫ରୁ କିଛି ପୁରୁଣା ଆମାଜନ୍ ଫାୟାର ଟିଭି…

ପ୍ରେମରେ ପଡ଼ିଲେ କାହିଁକି ସୁନ୍ଦରୀ ଦେଖାଯାନ୍ତି ଝିଅ? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଭୁବନେଶ୍ୱର : କୁହାଯାଏ ଯେ ସୌନ୍ଦର୍ଯ୍ୟ ପ୍ରେମୀଙ୍କ ଆଖିରେ ଥାଏ। ପ୍ରେମରେ ବୁଡ଼ି ରହିଥିବା ବ୍ୟକ୍ତିଙ୍କ ଦୃଷ୍ଟିରୁ ତାଙ୍କ ପ୍ରେମିକାକୁ ଦେଖିଲେ ଆଇନା ମଧ୍ୟ ଲାଜେଇଯାଏ। କେହି ଜଣେ କହିଥିଲେ: "ଜୀବନ ପଥରେ ଅନେକ ଚେହେରା ଦେଖାଯାନ୍ତି, ନାକ-ନକ୍ସା ସବୁ ଏକା ଥାଏ, କିନ୍ତୁ ଗୋଟିଏ ଚେହେରା…

ଆମେରିକା-ଭାରତ ନୁହେଁ, ତେବେ କେଉଁ ଦେଶରେ ସବୁଠୁ ସ୍ପିଡ୍ ଇଣ୍ଟରନେଟ ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ  କୌଣସି ଦେଶର ଟେକ୍ନୋଲୋଜି ଉନ୍ନତିର ଏକ ପ୍ରମୁଖ ମାନଦଣ୍ଡ ହୋଇଛି। ଆମେ ଅନେକେ ମନେ କରୁ ଯେ ଆମେରିକା, ଭାରତ କିମ୍ବା ପାକିସ୍ତାନ ଭଳି ବଡ଼ ଦେଶମାନେ ସବୁଠୁ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଉଛନ୍ତି। କିନ୍ତୁ ବାସ୍ତବତା ଏହାଠାରୁ ବେଶ ଭିନ୍ନ।…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସବୁ ମିଛ ! ଭାରତ-ପାକ୍ ଯୁଦ୍ଧରେ ବି ଫେଲ୍ ମାରିଲେ

ଭୁବନେଶ୍ୱର : ବିଶ୍ୱରେ ଅନେକ ବ୍ୟକ୍ତି ଭବିଷ୍ୟତ ଜାଣିବାର ଦାବି କରିଛନ୍ତି ଓ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରେ ବୁଲଗାରିଆର ବାବା ଭେଙ୍ଗା (ଭାଙ୍ଗେଲିୟା ପାଣ୍ଡେଭା ଗୁଷ୍ଟେରୋଭା) ଏକ ପ୍ରମୁଖ ନାମ। ୧୯୯୬ରେ ୮୪ ବର୍ଷ ବୟସରେ ଏହି ଅନ୍ଧ ଜ୍ୟୋତିଷୀ ଦୁନିଆକୁ ବିଦାୟ ଦେଇଥିଲେ,…

୫୦ ବର୍ଷ ପରେ ଏହି ସବୁ ରାଶି ପାଇଁ ରାଜଯୋଗ, ଖୋଲିବ ଭାଗ୍ୟର ତାଲା

ଭୁବନେଶ୍ୱର : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ ଓ ବୈଭବର ଅଧିପତି ଶୁକ୍ର ଗ୍ରହ।  ଆଗାମୀ ୨୯ ଜୁନ୍ ୨୦୨୫ରେ ଶୁକ୍ର ମେଷ ରାଶିରୁ ବୃଷ ରାଶିକୁ ଗମନ କରିବେ। ଏହି ଗ୍ରହଗତି ଫଳରେ ୫୦ ବର୍ଷ ପରେ କେନ୍ଦ୍ର ତ୍ରିକୋଣ ରାଜଯୋଗ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ, ଯାହା କିଛି ରାଶିର…

ହ୍ୱାଟସଅପରେ ଆସିଲା ଚମତ୍କାର ଫିଚର, କେବେ ଏମିତି ନଥିଲା

ଭୁବନେଶ୍ୱର: ଲୋକପ୍ରିୟ ମେସେଜିଂ ଆପ୍ ଓ୍ଵାଟ୍ସଆପ୍ ଏକ ନୂତନ ବୈଶିଷ୍ଟ୍ୟ ଜାରି କରି ସମସ୍ତ ଆକାରର ଗ୍ରୁପ୍‌ରେ ଭଏସ୍ ଚାଟ୍ ସୁବିଧା ଉପଲବ୍ଧ କରାଇଛି। ପୂର୍ବରୁ ଏହି ସୁବିଧା କେବଳ ବଡ଼ ଗ୍ରୁପ (୩୩ କିମ୍ବା ତତୋଧିକ ସଦସ୍ୟ) ପାଇଁ ଉପଲବ୍ଧ ଥିଲା, କିନ୍ତୁ ଏବେ ଛୋଟ ଗ୍ରୁପ ମଧ୍ୟ ଏହି ଭଏସ୍…

ସୁପ୍ରୀମ କୋର୍ଟର ଐତିହାସିକ ରାୟ : ଏହା ହେଉଛି ମହିଳାଙ୍କ ମୌଳିକ ଅଧିକାର, କେହି ବଞ୍ଚିତ କରିପାରିବେନି

ନୂଆଦିଲ୍ଲୀ : ସୁପ୍ରୀମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମଦ୍ରାସ ହାଇକୋର୍ଟର ଖଣ୍ଡପୀଠଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି, ଯେଉଁଥିରେ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କୁ ତାଙ୍କ ତୃତୀୟ ସନ୍ତାନ ଜନ୍ମ ପରେ ମାତୃତ୍ୱ ଅବକାଶ ଦେବାକୁ ମନା କରାଯାଇଥିଲା। ସୁପ୍ରୀମ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ…

ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ପାର୍ଥକ୍ୟ, ଭାରତରେ କେମିତି ହୋଇଥିଲା ଆରମ୍ଭ

ଭୁବନେଶ୍ୱର : ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୭ ଜଣ ମାଓବାଦୀଙ୍କ ସହ ସିପିଆଇ (ମାଓବାଦୀ)ର ମହାସଚିବ ନମ୍ବାଲା କେଶବ ରାଓ ଉର୍ଫ ବସବରାଜୁ ନିହତ ହୋଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି, “ଛତିଶଗଡ଼ରେ ପ୍ରଥମ ଥର ପାଇଁ…

ଭୁବନେଶ୍ୱରରେ ରହସ୍ୟମୟ ବର୍ଷା: ଗୋଟିଏ ସ୍ଥାନରେ ବର୍ଷୁଛି, ଅଧ କିଲୋମିଟର ଦୂରରେ ପ୍ରବଳ ଖରା

ଭୁବନେଶ୍ୱର: ଆପଣ କେବେ ଭୁବନେଶ୍ୱରରେ ବର୍ଷା ଦିନକୁ ଉପଭୋଗ କରିଛନ୍ତି? ଯଦି ଆପଣ ଭୁବନେଶ୍ୱରରେ ରହୁଥିବେ ତ ନିଶ୍ଚିତ ଭାବେ ଭୁବନେଶ୍ୱର ବର୍ଷା ଦେଖିଥିବେ। ଆପଣ ଖଣ୍ଡଗିରିରୁ ବାହାରୁଥିବେ ପ୍ରବଳ ବର୍ଷା ହେଉଥିବ, ଆଉ କିଛି ବାଟ ଗଲାପରେ ପ୍ରବଳ ଖରା ଏବଂ ଗରମ। ଏହି ସମୟରେ ଭାବୁଥିବେ ମାତ୍ର…

ଜଙ୍ଗଲରେ କେମିିତି ଜୀବନ ବିତାନ୍ତି ମାଓବାଦୀ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରାତିର କାହାଣୀ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମତି ଶାହଙ୍କ ଆହ୍ୱାନରେ ଆରମ୍ଭ ହୋଇଛି ମାଓବାଦୀ ଦମନ। ସବୁଦିନ ମାଓବାଦୀଙ୍କୁ ନିପାତ କରୁଥିବାର ଖବର ସାମ୍ନାକୁ ଆସୁଛି। ହେଲେ ଆପଣମାନେ କେବେ ଭାବିଛନ୍ତି ଏହି ମାଓବାଦୀମାନେ କେମିତି ଘଞ୍ଚ ଜଙ୍ଗଲ ଜୀବନ ବିତାନ୍ତି।  ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ ଓ…