Latest Odisha News

BREAKING NEWS

ବଲୁଚିସ୍ତାନକୁ ଭାରତ ଏକ ଦେଶ ଭାବେ ମାନ୍ୟତା ଦେଇ ପାରିବ କି ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲୁଚିସ୍ତାନରେ ସେଠାକାର ସ୍ୱାଧୀନତା ସଂଗ୍ରାମୀ ନେତାମାନେ ସ୍ୱାଧୀନତା ଘୋଷଣା କରିଛନ୍ତି। ଏହା ସହିତ ସେମାନେ ବଲୁଚିସ୍ତାନକୁ ଏକ ଦେଶ ଭାବେ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି। ବଲୁଚିସ୍ତାନର ନେତାମାନେ ଭାରତ ଓ ଜାତିସଂଘକୁ ସେମାନଙ୍କୁ…

ପୁଣି ଫେରିଲା କରୋନା ! ଆଜି ଏତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା। ସିଙ୍ଗାପୁର ଓ ହଂକଂରେ ହଠାର୍ କୋଭିଡ-୧୯ ମାମଲାରେ ବଢ଼ିବାରେ ଲାଗିଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ଦୁଇ ଦେଶରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି। ତେବେ ବଡ଼ କଥା ହେଉଛି ଯେ ଏହି ମାମଲାଗୁଡ଼ିକ ସେତେ ମାତ୍ରାରେ ବ୍ୟାପି ନାହିଁ। ଏହା ଜଣଙ୍କଠାରୁ…

ସ୍ୱର୍ଣ୍ଣ ମନ୍ଦିର ଉପରେ ଆକ୍ରମଣ ଉଦ୍ୟମ କରିଥିଲା ପାକିସ୍ତାନ, ମିସାଇଲ ମାରି ଅଟକାଇଥିଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ। ପାକିସ୍ତାନର ବିଭିନ୍ନ ଆତଙ୍କୀ ଠିକଣା ଉପରେ ମିସାଇଲ ମାଡ଼ କରି ଛାରଖାର କରିଥିଲା ଭାରତୀୟ ସେନା। ଆଉ ଏହାର ଜବାବରେ ମେ ୭ ଓ ୮ ତାରିଖ ରାତିରେ ପାକିସ୍ତାନ ଭାରତର ଅନେକ ସହର ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା।…

ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏ କ’ଣ କହିଦେଲେ, ‘୫୦୦-୧୦୦୦ ମାରିଲେ କିଛି ହେବନି, ପାକରେ ୨୪…

ନୂଆଦିଲ୍ଲୀ: ପାହାଲଗାମ ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ପାକିସ୍ତାନରୁ ସୁଧାର ଆଶା କରୁଛୁ, କିନ୍ତୁ ଏହା ସମ୍ଭବ ନୁହେଁ। ଖାନ୍ ସାର୍ କହିଛନ୍ତି ଯେ ୫୦୦-୧୦୦୦…

ଥରୁରଙ୍କ ଭଳି ବାଜପେୟୀଙ୍କୁ ପଠାଯାଇଥିଲା ୟୁଏନ, ପାକିସ୍ତାନ ଦେଖିଥିଲା ଔକାତ୍

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଲେଖାଯାଉଛି, ଯେତେବେଳେ କଂଗ୍ରେସ ନେତା ଶଶି ଥରୁର ମୋଦୀ ସରକାରଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ସାଂସଦମାନଙ୍କର ଏକ ସର୍ବଦଳୀୟ ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ରାଜଧାନୀକୁ ଯାତ୍ରା କରି…

ୟୁଟ୍ୟୁବରେ ଟ୍ରାଭେଲ ଭ୍ଲଗ ପୂର୍ବରୁ କଣ କରୁଥିଲେ ଜ୍ୟୋତି, ଜାଣନ୍ତୁ ତାଙ୍କ ଜୀବନର ପୂରା କାହାଣୀ

ନୂଆଦିଲ୍ଲୀ: ହରିୟାଣାର ହିସାର ସହରର ନ୍ୟୁ ଅଗ୍ରସେନ କଲୋନୀରେ ରହୁଥିବା ୩୩ ବର୍ଷୀୟା ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ‘ଟ୍ରାଭେଲ ଉଇଥ ଜୋ’ ନାମରେ ପରିଚିତ ଏହି ଟ୍ରାଭେଲ ଭ୍ଲଗର ତାଙ୍କ ଯୁଟ୍ୟୁବ ଚ୍ୟାନେଲରେ ୩.୭୭ ଲକ୍ଷରୁ ଅଧିକ…

ଆତଙ୍କୀଙ୍କୁ ସାହାଯ୍ୟ କରୁଥିଲେ କାଶ୍ମୀର ଯୁବକ, ୨୩ ଜଣଙ୍କୁ ଗିରଫ କଲା ସେନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ଘଟିଥିଲା ଭୟଙ୍କର ଆତଙ୍କୀ ହମଲା। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ଭାରତୀୟ ସୁରକ୍ଷାବଳ ଏବଂ ଜମ୍ମୁ-କଶ୍ମୀର ପୋଲିସ ଆତଙ୍କୀଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ…

ପାକିସ୍ତାନଠାରୁ ଜବତ ହେବ କି ପରମାଣୁ ଅସ୍ତ୍ର? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ:କଥା କଥାରେ ପରମାଣୁ ଧମକ ଦେଉଥିବା ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି, “ବିଶ୍ୱ ଦେଖିଛି ଯେ ପାକିସ୍ତାନ କେତେ ଗୁରୁତ୍ୱହୀନ ଭାବେ ପରମାଣୁ ଧମକ ଦେଇଆସୁଛି। ଏପରି ଗୁରୁତ୍ୱହୀନ ଦେଶର ହାତରେ ପରମାଣୁ ଅସ୍ତ୍ର କେତେ ସୁରକ୍ଷିତ? ମୋ…

ଯେଉଁ ପାକିସ୍ତାନ ଦୁଇ ଭାଗ କରିଥିଲେ, ସେଇ ଦେଶକୁ ପରମାଣୁ ପ୍ରଯୁକ୍ତି ସେୟାର କରିବାକୁ ପ୍ରସ୍ତାବ ଦେଇଥିଲେ ଇନ୍ଦିରା !

ନୂଆଦିଲ୍ଲୀ: ଭାରତର ‘ଆଇରନ ଲେଡି’ ଇନ୍ଦିରା ଗାନ୍ଧୀ ତାଙ୍କର ଦୃଢ଼ ନେତୃତ୍ୱ ଓ କୂଟନୈତିକ ଦକ୍ଷତା ପାଇଁ ଆଜି ଲୋକେ ତାଙ୍କୁ ପ୍ରସଂଶା କରନ୍ତି। ୧୯୭୧ରେ ପାକିସ୍ତାନକୁ ବିଭାଜିତ କରି ବାଂଲାଦେଶ ଗଠନରେ ତାଙ୍କର ନିର୍ଣ୍ଣାୟକ ଭୂମିକା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କିନ୍ତୁ ଏହାରି…

ନିଜକୁ ସ୍ୱାଧୀନ ଭାବେ ଘୋଷଣା କଲା ବଲୁଚିସ୍ତାନ, ସତରେ କ’ଣ ମିଳିବ ରାଷ୍ଟ୍ରର ମାନ୍ୟତା

ନୂଆଦିଲ୍ଲୀ: ବଲୁଚିସ୍ତାନ ନିଜକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଛି। ବଲୁଚିସ୍ତାନର ନେତୃତ୍ୱ ନେଉଥିବା ତଥା ଲେଖକ ମୀର ଯାର ବଲୁଚ ଗତ ସପ୍ତାହରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନେକ ବୟାନ ସେୟାର କରିଛନ୍ତି, ଯେଉଁଥିରେ ସେ ‘ବଲୁଚିସ୍ତାନ ଗଣରାଜ୍ୟ’ର ଗଠନ ଘୋଷଣା କରିଛନ୍ତି।…