Latest Odisha News

BREAKING NEWS

ତିନି ଦିନର ଯୁଦ୍ଧ ଭିତରେ କ’ଣ ସବୁ ଘଟିଲା ? ୮୬ ଘଣ୍ଟା ସଂଘର୍ଷର ପୂରା କାହାଣୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଗତ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଏକ କାପୁରୁଷପୂର୍ଣ୍ଣ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନର ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହା ପରେ ଭାରତ ବିଶ୍ୱ ସମ୍ମୁଖରେ…

ବର୍ତ୍ତମାନ ପାକିସ୍ତାନର ସ୍ଥିତି କେମିତି ରହିଛି, ରାତିରେ ଜୋରଦାର ଆଟାକ କରିଛି ଭାରତ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା କମାଇବା ପାଇଁ ଶନିବାର ଅସ୍ତ୍ର ବିରତି (ସିଜଫାୟାର) ଘୋଷଣା କରାଯାଇଥିଲା। କିନ୍ତୁ ମାତ୍ର ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଏହି ଅସ୍ତ୍ର ବିରତି ଉଲ୍ଲଂଘନ କରି ସୀମାରେ ପ୍ରବଳ ଗୋଳାବର୍ଷଣ ଆରମ୍ଭ କରିଥିଲା। ଏହା ସହ ଅନେକ ସ୍ଥାନରେ…

ଜେଲରେ ବନ୍ଦୀ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ମୃତ୍ୟୁ? ଶହବାଜ ସରକାର ଜାରି କଲା ବୟାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇମରାନ ଖାନଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏକ ପ୍ରେସ ରିଲିଜର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଇମରାନ ଖାନଙ୍କର ମୃତ୍ୟୁ…

ଅପରେସନ ସିନ୍ଦୂରକୁ ତେଲେଙ୍ଗନା ବିଧାୟକ କରିବେ ଗୋଟିଏ ମାସର ଦରମା ଦାନ, ସବୁ ଦଳକୁ ଅନୁୁରୋଧ

ହାଇଦ୍ରାବାଦ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶୁକ୍ରବାର ପାକିସ୍ତାନ ବିରୋଧରେ ଭାରତୀୟ ସେନା ଦ୍ୱାରା ଚାଲିଥିବା ‘ଅପରେସନ ସିନ୍ଦୁର’କୁ ସମର୍ଥନ କରି ଏକ ଅଧିକାରିକ ବୟାନ ଜାରି କରିଛନ୍ତି। ବୟାନରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, “ଅପରେସନ ସିନ୍ଦୂର ଅଧୀନରେ…

ପାକିସ୍ତାନ ଲାହୋରରେ ଜୋରଦାର ବିସ୍ଫୋରଣ, ଏଣେତେଣେ ଦୌଡ଼ିଲେ ଲୋକେ

ଲାହୋର : ପାକିସ୍ତାନ ଲାହୋରରେ ବିସ୍ଫୋରଣ। ଲାହୋର ସହରର ଡିଫେନ୍ସ ହାଉସିଂ ଅଥରିଟି (DHA) ଅଞ୍ଚଳରେ ବିଳମ୍ୱିତ ରାତିରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଶବ୍ଦ ଡ୍ରୋନ ବିସ୍ଫୋରଣ କିମ୍ବା ଯୁଦ୍ଧବିମାନର ସୋନିକ ବୁମ୍‌ ହୋଇପାରେ। ଲାହୋରର ଡିଫେନ୍ସ ହାଉସିଂ…

ଭୂକମ୍ପ ଝଟକାରେ ଦୋହଲିଲା ପାକିସ୍ତାନ, ଲୋକେ ଆତଙ୍କିତ

ଇସଲାମାବାଦ : ଯୁଦ୍ଧ ଭିତରେ ରାତି ଅଧରେ ଦୋହଲିଲା ପାକିସ୍ତାନ। ଶୁକ୍ରବାର ମଧ୍ୟ ରାତିରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ରାତି ୧:୪୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର (National Center for Seismology) ଅନୁଯାୟୀ, ଏହି…

ପାକିସ୍ତାନକୁ ଆଇଏମଏଫରୁ ମିଳୁଥିବା ଋଣକୁ ବିରୋଧ କଲାନି ଭାରତ? ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ଭାରତ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF) ପକ୍ଷରୁ ପ୍ରଦାନ କରାଯାଉଥିବା ଋଣ ବିରୋଧରେ ମତଦାନରୁ ନିଜକୁ ଦୂରେଇ ରଖିଛି। ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ଗତ ୨୯ ଏପ୍ରିଲରେ କଂଗ୍ରେସ ଦାବି…

ଭାରତ-ପାକିସ୍ତାନକୁ ଯାଅ ନାହିଁ, ଚୀନ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ : ଭାରତ, ପାକିସ୍ତାନ ଓ ନେପାଳରେ ଥିବା ଚୀନ ଦୂତାବାସଗୁଡ଼ିକ ଶୁକ୍ରବାର ଦିନ ନାଗରିକମାନଙ୍କୁ ଦକ୍ଷିଣ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୁରକ୍ଷା ସତର୍କତା ବଢ଼ାଇବା ଏବଂ ଏହି ଦେଶଗୁଡ଼ିକରେ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଗତ ତିନି…

ପାକିସ୍ତାନର ପରମାଣୁ ଠିକଣା ଯାଏ ପହଞ୍ଚିଲା ଡ୍ରୋନ : ଗୋଟିଏ ପରେ ଗୋଟିଏ ବିସ୍ଫୋରଣ, ଲାହୋର କରାଚୀରେ ଆତଙ୍କ

କରାଚୀ : ପାକିସ୍ତାନର ଲାହୋର ପରେ ଏବେ ଦେଶର ଆର୍ଥିକ ରାଜଧାନୀ କରାଚୀରେ ଡ୍ରୋନ ବିସ୍ଫୋରଣର ଖବର ପୂରା ଦେଶରେ ଆତଙ୍କ ସୃଷ୍ଟି କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, କରାଚୀର ଶରାଫୀ ଗୋଥ ମାଲିର ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍‌…

ଉତ୍ତରକାଶୀରେ ଭୟଙ୍କର ହେଲିପକ୍ଟର ଦୁର୍ଘଟଣା, ୬ ଯାତ୍ରୀ ମୃତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି, ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଏମ୍ସ ଋଷିକେଶକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ସୂଚନା…