ହିନ୍ଦୁ ଧର୍ମରୁ କିଏ କାହାକୁ ବାହାର କରିଦେଇ ପାରିବ କି ? ଏହାକୁ ନେଇ ଭାରତରେ କଣ ରହିଛି ନିୟମ
ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କୁ ସର୍ବୋଚ୍ଚ ଧର୍ମଗୁରୁ ଭାବେ ଗ୍ରହଣ କରାଯାଏ, ଯାହାଙ୍କ କଥା ସନ୍ତ ସମାଜ ଓ ଧର୍ମାନୁଷ୍ଠାୟୀମାନେ ଅନୁସରଣ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ…