ଜିନିଷ ପାକିସ୍ତାନର, ପ୍ୟାକେଜିଂ ସାଉଦି ଆରବର: ଇମ୍ପୋର୍ଟ ବନ୍ଦ ହେବା ପରେ ଛଟପଟ ହେଉଛି ପାକ୍
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆର୍ଥିକ ଭାବେ ପାନେ ଦେବାକୁ ଚେଷ୍ଟା କରୁଛି। ଭାରତ ପ୍ରଥମେ ପାକିସ୍ତାନ ସହ ସିଧାସଳଖ ବ୍ୟାପାର ଉପରେ ରୋକ ଲଗାଇଥିଲା। ଏବେ ଅନ୍ୟ ଦେଶ ମାଧ୍ୟମରେ ହେଉଥିବା ବ୍ୟାପାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ଫଳରେ ପାକିସ୍ତାନକୁ ୪…