Latest Odisha News

ଭାରତରୁ ଏକ ଲକ୍ଷ ଟଙ୍କା ନେଇ ଥାଇଲାଣ୍ଡ ଯାଉଥିଲେ କେତେ ବଞ୍ଚିବ ? ଏଥିରେ କ’ଣ କ’ଣ କରିପାରିବେ…

ନୂଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ପର୍ଯ୍ୟଟକ ଏକାକୀ କିମ୍ବା ପରିବାର ସହିତ ଥାଇଲ୍ୟାଣ୍ଡ ବୁଲିବାକୁ ଯାଆନ୍ତି। ୨୦୨୪ରେ ପ୍ରାୟ ୨୦ ଲକ୍ଷ ଭାରତୀୟ ଥାଇଲ୍ୟାଣ୍ଡ ଗସ୍ତ କରିଥିଲେ। ଶସ୍ତା ଖାଇବା, କମ୍ ଖର୍ଚ୍ଚରେ ହୋଟେଲ ଓ ଅନେକ ସ୍ଥାନ ବୁଲିବାର ସୁବିଧା ଯୋଗୁ ଥାଇଲ୍ୟାଣ୍ଡ ଭାରତୀୟଙ୍କ…

କମ୍ ଟଙ୍କାରେ ଲମ୍ବା ଭାଲିଡିଟି ଚାହୁଁଛନ୍ତି? BSNL ଆଣିଲା ଚମତ୍କାର ଅଫର୍

ନୂଆଦିଲ୍ଲୀ:  ବାରମ୍ବାର ରିଚାର୍ଜ କରି କରି ବିରକ୍ତ ହେଉଛନ୍ତି? କି? ଗୋଟିଏ ଥର ରିଚାର୍ଜ କଲେ ମାସ ମାସ ଧରି କଲ୍, ଡାଟା ଓ SMSର ଚିନ୍ତା ନଥିବ ଏମିତି ପ୍ଲାନ୍ ଖୋଜୁଛନ୍ତି? ତେବେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ର ନୂଆ “Freedom Plan” ଆପଣଙ୍କ ପାଇଁ ପରଫେକ୍ଟ ଚଏସ୍! ଅନ୍ୟ ଘରୋଇ…

ରେଲୁୱେ ବାହାର କଲା ୧ ଲକ୍ଷ ଚାକିରି ! ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ:  ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ! ଭାରତୀୟ ରେଳବାଇ ୨୦୨୪ ଓ ୨୦୨୫ ମିଶାଇ ମୋଟ୍ ୧,୨୦,୫୭୯ (ଅର୍ଥାତ୍ ୧.୨୦ ଲକ୍ଷରୁ ଅଧିକ) ପଦବୀରେ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ବିଶାଳ ନିଯୁକ୍ତି ଅଭିଯାନନକୁ ରେଳ ମନ୍ତ୍ରୀ…

ହ୍ୱାଟ୍ସଆପ୍‌ରେ ଆସିଲା ଧମାକା ଫିଚର, ୯୯ ପ୍ରତିଶତ ଲୋକ ଜାଣିନାହାଁନ୍ତି

ନୂଆଦିଲ୍ଲୀ : ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଏବେ ନିଜର କୋଟି କୋଟି ୟୁଜାରଙ୍କ ପାଇଁ ଏକ ବହୁତ କାମର ନୂଆ ଅପଡେଟ୍ ଆଣିଛି। ଏଣିକି ଆପଣଙ୍କ କଲ୍ ରିସିଭ୍ ନ ହେଲେ ମଧ୍ୟ ସିଧା କଲ୍ ସ୍କ୍ରିନ୍‌ରୁ ହିଁ ଭଏସ୍ ମେସେଜ୍ କିମ୍ବା ଭିଡିଓ ମେସେଜ୍ ଛାଡ଼ି ପାରିବେ। ବର୍ତ୍ତମାନ ଏହି ଅପଡେଟ୍…

ଇଣ୍ଡିଗୋ ଏୟାରଲାଇନ୍ସର ମାଲିକ କିଏ? ଏଭିଏସନ୍ ବାହାରେ ଆଉ କେଉଁ କେଉଁ ବ୍ୟବସାୟ ଚଳାଉଛନ୍ତି ସେ…

ନୂଆଦିଲ୍ଲୀ: ଗତ ୬ ଦିନରେ ୧୪୦୦ରୁ ଊର୍ଦ୍ଧ୍ୱ ଉଡ଼ାଣ ବାତିଲ ହେବା ଓ ପାଇଲଟ୍-କ୍ରୁ ଅଭାବରୁ ଶତାଧିକ ଉଡ଼ାଣରେ ବିଳମ୍ବ ପରେ ଇଣ୍ଡିଗୋ ଏୟାରଲାଇନ୍ସ ଏବେ ବଡ଼ ସଙ୍କଟରେ। ଏହି ପରିସ୍ଥିତି ମଧ୍ୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି – ଇଣ୍ଡିଗୋର ମାଲିକ କିଏ ଏବଂ ସେ କେବଳ ବିମାନ ବ୍ୟବସାୟ…

ଭୁଲରେ ଯାଆନ୍ତୁ ନାହିଁ ଏହି ଜୀବ ପାଖକୁ, ଲାଗିବ ଜୋରଦାର କରେଣ୍ଟ

ନୂଆଦିଲ୍ଲୀ: ସମୁଦ୍ର, ନଦୀ ଓ ଜଙ୍ଗଲର ଗଭୀର ଅନ୍ଧାରରେ ଏମିତି କିଛି ଜୀବ ଚୁପଚାପ୍ ବୁଲୁଛନ୍ତି, ଯାହାଙ୍କୁ ଦେଖିଲେ ସାଧାରଣ ଲାଗେ, କିନ୍ତୁ ସେମାନଙ୍କ ଶରୀରରେ ଲୁଚି ରହିଛି ଏକ ଭୟଙ୍କର ଅସ୍ତ୍ର – ବିଜୁଳି! ମଣିଷ ତ ଦୂରର କଥା, ବଡ଼ ବଡ଼ ହିଂସ୍ର ଜନ୍ତୁ ମଧ୍ୟ ଏହି ଝଟକା ସହି ପାରେ ନାହିଁ।…

ଆପଣଙ୍କ ଫୋନରେ ଲୋକେସନ ଦେଖିବାକୁ ଚାହୁଁଛନ୍ତି ସରକାର, କମ୍ପାନୀ କଲା ବିରୋଧ

ନୂଆଦିଲ୍ଲୀ: ‘ସଞ୍ଚାର ସାଥୀ’ ଆପ୍‌କୁ ନେଇ ବିବାଦ ଓ ପ୍ରତିବାଦ ପରେ ପଛକୁ ହଟିଥିବା ସରକାର ଏବେ ସେଟେଲାଇଟ୍ ଟ୍ରାକିଂ ଜରିଆରେ ସ୍ମାର୍ଟଫୋନ୍‌ର ଲୋକେସନ୍ ଜାଣିବାକୁ ଚାହୁଁଛନ୍ତି। ସମାଚାର ସଂସ୍ଥା ରୟଟର୍ସର ରିପୋର୍ଟ ଅନୁଯାୟୀ, ଟେଲିକମ୍ ଇଣ୍ଡଷ୍ଟ୍ରିର ଏକ ପ୍ରସ୍ତାବକୁ ସରକାର ଗୁରୁତ୍ୱ…

ଭାରତ ଆଣୁଛି ବିଶ୍ଵର ସ୍ମାର୍ଟ ଗନ୍? ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଭାରତୀୟ ସେନାର ଯୁଦ୍ଧକ୍ଷମତାକୁ ଆଉ ଏକ ସୋପାନ ଉପରକୁ ନେବାକୁ ଦେଶ ବିଶ୍ୱର ପ୍ରଥମ ପୂର୍ଣ୍ଣ କମ୍ପ୍ୟୁଟରୀକୃତ ରାଇଫଲ୍ ପ୍ରଯୁକ୍ତି ଗ୍ରହଣ କରିବାର ଦିଗରେ ବଡ଼ ପଦକ୍ଷେପ ନେଇଛି। ଇଜ୍ରାଏଲର ପ୍ରମୁଖ ହତିଆର ନିର୍ମାତା କମ୍ପାନୀ Israel Weapon Industries (IWI) ସହ ଭାରତୀୟ…

ଶୀତଦିନରେ କାହିଁକି ଅଧିକ ବିବାହ ହୁଏ? ଗବେଷଣାରୁ ଜାଣନ୍ତୁ ରହସ୍ୟ!

ଭୁବନେଶ୍ୱର: ଭାରତରେ ବିବାହ ଋତୁ କହିଲେ ସମସ୍ତେ ଶୀତକାଳକୁ ମନେ କରନ୍ତି। ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ରାସ୍ତାଘାଟରେ ବିବାହ ମଣ୍ଡପ, ବାଜାବାଜି ଓ ଆଲୋକମାଳାର ଚମକ୍ ଦେଖିବାକୁ ମିଳେ। କିନ୍ତୁ କାହିଁକି ଶୀତଦିନେ ଅଧିକ ବିବାହ ହୁଏ? ଏହା ପଛରେ କଣ କାରଣ ରହିଛି? ବିଭିନ୍ନ ଗବେଷଣା ଓ…

୫୨୦୧୩୧୪ ନମ୍ବର କାହିଁକି ସବୁଆଡେ ହେଉଛି ଭାଇରାଲ୍ ? ଜଣାପଡ଼ିଲା ରହସ୍ୟ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ, ଫେସବୁକ, ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଗୋଟିଏ ରହସ୍ୟମୟ ନମ୍ବର ଜୋର୍‌ଦାର ଭାଇରାଲ୍ ହେଉଛି। ସେ ନମ୍ବରଟି ହେଉଛି ୫୨୦୧୩୧୪। ଅନେକେ ଭାବୁଛନ୍ତି ଏହା କିଛି ଭୟଙ୍କର ଜିନିଷ ନା କୌଣସି ଫ୍ରଡ୍ ନମ୍ବର! କିନ୍ତୁ ଚିନ୍ତା କରନ୍ତୁ ନାହିଁ,…