ପେଟ୍ରୋଲ ପକାଇବା ସମୟରେ ଟାଙ୍କି ପୂରା କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ!
ଓଡ଼ିଶାରେ ପେଟ୍ରୋଲ ପମ୍ପରେ ତେଲ ପକାଇବା ଏକ ନିତିଦିନିଆ କାମ ହୋଇଥିବା ବେଳେ, କିଛି ଅସାଧୁ କର୍ମଚାରୀ କିମ୍ବା ପେଟ୍ରୋଲ ପମ୍ପ ମାଲିକଙ୍କ ଦ୍ୱାରା ଗ୍ରାହକଙ୍କୁ ଠକାମୀର ଶିକାର ହେବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି। ଏହି ଠକାମୀରେ କମ ପେଟ୍ରୋଲ ଦେବା, ମିଟରରେ ହେରଫେର, କିମ୍ବା ଅଶୁଦ୍ଧ…