Latest Odisha News

BREAKING NEWS

ଓଡ଼ିଶାରେ କାହିଁକି ହୁଏ କାଳବୈଶାଖୀ ? ଜାଣନ୍ତୁ ଅଦିନରେ ଝଡ଼ ପଛର କ’ଣ ରହିଛି କାରଣ…

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଏକ ପ୍ରାକୃତିକ ଘଟଣା, ଯାହା ମୁଖ୍ୟତଃ ପୂର୍ବ ଭାରତ, ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ପ୍ରାୟ ଗ୍ରୀଷ୍ମ ଋତୁରେ (ଏପ୍ରିଲ-ମେ ମାସ) ଦେଖାଯାଏ। ଏହାର ମୁଖ୍ୟ କାରଣ ହେଉଛି ପାଗରେ ଆସୁଥିବା ବାୟୁମଣ୍ଡଳୀୟ ପରିବର୍ତ୍ତନ।…

ସାରଥୀଙ୍କ ପୂଜା ବେଳେ ଅଣ୍ଡାମାଡ଼, ବନ୍ଦ ହେଲା ବାବାଙ୍କ ପୂଜା

ଭୁବନେଶ୍ୱର: ସାରଥୀଙ୍କ ପୂଜାକୁ ତୀବ୍ର ବିରୋଧ । ସାରଥିଙ୍କ ପୂଜା ଓ ସତସଙ୍ଗ ଚାଲିଥିବା ବେଳେ ହେଲା ଅଣ୍ଡାମାଡ଼ । ଅଧାରୁ ବନ୍ଦ ରହିଲା ପୂଜା। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ତିନି ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥିଙ୍କ ଫଟୋ ରଖି ପୂଜା କରାଯାଉଥିଲା । ସାରଥୀଙ୍କ…

ବ୍ୟାଙ୍କ ଲକରରେ କ’ଣ ରଖିପାରିବେ ? ଯଦି ହଜିଯାଏ ଜନିଷି କିଏ ଦେବ କ୍ଷତିପୂରଣ

ଓଡ଼ିଶା ସମେତ ସାରା ଦେଶରେ ଲୋକମାନେ ନିଜର ମୂଲ୍ୟବାନ ଅଳଙ୍କାର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟକ୍ତିଗତ ଜିନିଷକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଲକରର ସାହାଯ୍ୟ ନେଉଛନ୍ତି। ଏହି ସେବା ଲୋକଙ୍କୁ ନିଶ୍ଚିତ ସୁରକ୍ଷା ଦେବା ସହ ମାନସିକ ଶାନ୍ତି ପ୍ରଦାନ କରୁଛି। ତେବେ, ଭାରତୀୟ ରିଜର୍ଭ…

କାଲିଠୁ ପ୍ରବଳ ବର୍ଷା ! ଆଲର୍ଟ କଲା ଆଇଏମଡି

ଭୁବନେଶ୍ୱ : ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ । ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ବିଶେଷକରି ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାାରେ । ୧୦ ଓ ୧୧ରେ ବର୍ଷାର ରହିବ ସର୍ବାଧିକ ପ୍ରଭାବ । ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ଚାଲିବନି ପୁରୁଣା ସିମ୍ କାର୍ଡ !

ଭାରତରେ ମୋବାଇଲ୍ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଜାତୀୟ ସାଇବର ସୁରକ୍ଷା ସଂଯୋଜକ (ଏନସିଏସସି) ଏବଂ ଗୃହ ମନ୍ତ୍ରଣାଳୟର ଏକ ଅନୁସନ୍ଧାନରେ ଜଣାପଡ଼ିଛି ଯେ ଦେଶରେ ବ୍ୟବହୃତ କିଛି ପୁରୁଣା ସିମ୍ କାର୍ଡରେ ଚୀନରୁ ଆସିଥିବା ଚିପସେଟ୍ ରହିଛି। ଏହି ଆବିଷ୍କାର ଜାତୀୟ…

କେବେ ହେବ ୫୫ ହଜାର ଟଙ୍କା ସୁନା ଦର ? ଆସିଲା ବଡ଼ ଅପଡେଟ୍

ପୂରା ଭାରତରେ ସୁନା ମୂଲ୍ୟ ଏବେ ସର୍ବକାଳୀନ ଶୀର୍ଷରେ ପହଞ୍ଚିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୯୦,୦୦୦ ଟଙ୍କା ରହିଛି। ଯଦିଓ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟୁଛି, ହେଲେ ବି ୮୫ ହଜାର ଟଙ୍କା ଉପରେ ରହିଛି ସୁନା ମୂଲ୍ୟ । ଏବେ ସୁନା କିଣିବାକୁ ଯୋଜନା…

୧୦ ସେକେଣ୍ଡରେ ଉଡିଗଲା ୨୦ ଲକ୍ଷ କୋଟି ଟଙ୍କା, ବଜାର ଟଳମଳ

ନୂଆଦିଲ୍ଲୀ: ସେଲ୍ ସେଲ୍ ସେଲ୍, ଆଉ ଫ୍ରି ଫଲ୍। ଭାରତୀୟ ସେୟାର ବଜାରରେ ଆଜି ଥିଲା ଏଭଳି ସ୍ଥିତି। ବଜାର ଆରମ୍ଭ ହେବା ପୂର୍ବରୁ ହିଁ ରକେଟ ବେଗରେ ଖସୁଥିଲା ବଜାର। ଆଉ ସେୟାର ମାର୍କେଟ ସକାଳ ୯ଟା ୧୫ ମିନିଟରେ ଆରମ୍ଭ ମାତ୍ରେ ସ୍ଥିତି ଅସମ୍ବାଳ। ସବୁ ଆଶଂକା ସତ ହେଲା। ବଜାର ଆରମ୍ଭ ହେଉ ହେଉ…

ଘିବିଲି ଉଜାଡ଼ି ଦେବ ସଂସାର ! ସତର୍କ କରାଇଲା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏବେ ଘିବିଲି ଆପ୍ ଏକ ବଡ଼ ଟ୍ରେଣ୍ଡ ହୋଇଛି। ସମସ୍ତେ ନିଜ ନିଜ ଫଟୋକୁ କାର୍ଟୁନରେ ବଦଳାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏହି ଆପ୍ ଲୋକଙ୍କୁ ମଜା ଦେଉଥିବା ବେଳେ ଏହା ଏକ ବଡ଼ ବିପଦ ମଧ୍ୟ ସୃଷ୍ଟି କରିପାରେ ବୋଲି ସାଇବର ପୋଲିସ ଚେତାବନୀ…

ଏସବିଆଇ ଖାତା ଥିଲେ ମିଳିବ ୯,୭୬,୩୭୦ ! ମାତ୍ର ୩୬ ହଜାର ଜମା ରିଖି …

ଜମାକଦାରୀଙ୍କ ପାଇଁ ଏସବିଆଇ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (PPF) ସ୍କିମ୍ ଏକ ଅତ୍ୟନ୍ତ ଲୋକପ୍ରିୟ ଓ ଭରସାଯୋଗ୍ୟ ବିନିଯୋଗ ବିକଳ୍ପ ହୋଇଛି। ଏହା କେବଳ ସୁରକ୍ଷିତ ନୁହେଁ, ବରଂ ଦୀର୍ଘକାଳୀନ ସଞ୍ଚୟ ଓ ଆର୍ଥିକ ସ୍ଥିରତା ପାଇଁ ଏକ ସଫଳ ରାସ୍ତା ମଧ୍ୟ ପ୍ରଦାନ କରେ। ଏହି ସ୍କିମ୍ ସରକାରଙ୍କ…

ଏସିରୁ ବାହାରୁଥିବା ପାଣିର ଏତେ କାମ ! ଜାଣିଲେ କେବେ ନଷ୍ଟ କରିବେନି

ଆଜିକାଲି ଗରମ ଦିନେ ଏୟାର କଣ୍ଡିସନର (ଏସି) ଅନେକ ଘରେ ଏକ ଅତ୍ୟାବଶ୍ୟକୀୟ ଉପକରଣ ହୋଇପଡ଼ିଛି। ଏସି କେବଳ ଆରାମ ପ୍ରଦାନ କରେ ନାହିଁ, ବରଂ କୋଠରୀରେ ଥିବା ବାୟୁରୁ ଆର୍ଦ୍ରତା ଅବଶୋଷଣ କରି ଏକ ସତେଜ ପରିବେଶ ସୃଷ୍ଟି କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏସିରୁ ବାହାରୁଥିବା…