Latest Odisha News

୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ: ୨୦୨୫ ବର୍ଷ ଗୁଗୁଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା, କାରଣ ଲୋକମାନେ ଯେଉଁଭଳି ଭାବରେ ସର୍ଚ୍ଚ କରିଥିଲେ ତାହା ପୂର୍ବ ଅପେକ୍ଷା ଭିନ୍ନ ଥିଲା। ଚଳିତ ବର୍ଷର ରିପୋର୍ଟ ଅନୁସାରେ ଗୁଗୁଲ କହିଛି ଯେ AI ସର୍ଚ୍ଚ ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଛି, ଏବଂ…

ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ:  ଆମେରିକାରେ ‘ମେଡ୍ ଇନ୍ ଇଣ୍ଡିଆ’ ଫୋନ୍‌ର ଡିମାଣ୍ଡ୍ ତୀବ୍ର ଗତିରେ ବଢ଼ୁଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ଅକ୍ଟୋବର ମାସରେ ଆମେରିକାକୁ ଭାରତର ସ୍ମାର୍ଟଫୋନ୍ ରପ୍ତାନି ତିନିଗୁଣା ବଢ଼ି ୧.୪୭ ବିଲିୟନ ଡଲାର୍ (ପ୍ରାୟ ୧୨,୫୦୦ କୋଟି ଟଙ୍କା)ରେ ପହଞ୍ଚିଛି। ଏପ୍ରିଲ୍-ଅକ୍ଟୋବର୍…

ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?

ନୂଆଦିଲ୍ଲୀ:  ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶୁକ୍ରବାର ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି, “ବିଶ୍ୱକୁ ଶାନ୍ତିର ଆବଶ୍ୟକତା ରହିଛି। ଭାରତ…

IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !

ନୂଆଦିଲ୍ଲୀ : ଦେଶ ସର୍ୱବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ସଙ୍କଟର ସମ୍ମୁଖୀନ ହୋଇପାରେ। ଡିସେମ୍ୱର 2 ରୁ 5 ତାରିଖ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ଏହାର ହଜାର ହଜାର ଉଡ଼ାଣ ବାତିଲ କରାଯାଇଛି ଏବଂ ଅନେକ ସମୟ ପୂର୍ୱରୁ ବହୁ ବିଳମ୍ୱରେ ଚାଲୁଛି। ଏହି ପରିସ୍ଥିତିକୁ…

ନୂଆବର୍ଷରେ କିଏ ହେବେ ରାଜା କିଏ ମନ୍ତ୍ରୀ ? ୨୦୨୬ର ଗ୍ରହ ଚଳନ ଓ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ୧ ଜାନୁଆରି ନୂଆବର୍ଷ ହେଲେ ମଧ୍ୟ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ପ୍ରକୃତ ନବବର୍ଷ ଆରମ୍ଭ ହେଉଛି ଚୈତ୍ର ଶୁକ୍ଳ ପ୍ରତିପଦାରୁ। ଆସନ୍ତା ୧୯ ମାର୍ଚ୍ଚ ୨୦୨୬, ଗୁରୁବାର ଠାରୁ ହିନ୍ଦୁ ନବବର୍ଷ ୨୦୮୩ (ବିକ୍ରମ ସଂବତ୍) ଆରମ୍ଭ ହେବ। ଏହି ବର୍ଷକୁ…

ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ୭ ଜଣ ହିନ୍ଦୁଙ୍କ ଜୀବନ ବଞ୍ଚାଇ ଦେଲା ମସଜିଦ । ଆହ୍ଲା ହୋ ଆକବର…. ବଦଳରେ ମାଇକର ଫୋନରେ ଆନାଉନ୍ସ ହେଲା ଉଦ୍ଧାର କର ଉଦ୍ଧାର କର…. ଆଉ ଏହାପରେ ପୂରା ଗାଁ ଲାଗିପଡ଼ିଲେ ଉଦ୍ଧାର କାର୍ଯ୍ୟରେ….. ଏପରି ଘଟଣା ଘଟିଛି ଆସାମରେ… ଘଟଣା ଥିଲା ଏମିତି… ଅଥଳ ପାଣିରେ ବୁଡ଼ି ଯାଉଥିଲା କାର,…

ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ, କଂଗ୍ରେସକୁ ଦେଉଛନ୍ତି କଡ଼ା ଟକ୍କର

ନୂଆଦିଲ୍ଲୀ: ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ । କଂଗ୍ରେସ ଓ ସିପିଏମ ପ୍ରାର୍ଥୀଙ୍କୁ ଦେଉଛନ୍ତି କଡ଼ା ଟକ୍କର । ସୋନିଆ ବିଜେପିରୁ ନିର୍ବାଚନ ଲଢ଼ୁଥିବା କଥା ଶୁଣି ହୁଏତ ଆପଣ ଚମକି ପଡୁଥିବେ ନିଶ୍ଚିତ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ସୋନିଆ ଗନ୍ଧୀ କେମିତି ବିଜେପି…

ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…

ନୂଆଦିଲ୍ଲୀ: ଦୁନିଆରେ ଭବିଷ୍ୟତ ଦେଖୁଥିବା ଲୋକଙ୍କ କାହାଣୀ ନୂଆ ନୁହେଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରତି କିଛି ବର୍ଷରେ କେତେକ ନାମ ସବୁ ଚର୍ଚ୍ଚାକୁ ଚିରି ଉପରକୁ ଉଠିଆସେ। ବାବା ଭେଙ୍ଗାଙ୍କ ପରେ ବି ଏପରି ଅନେକ ଭବିଷ୍ୟବକ୍ତା ଉଭା ହୋଇଛନ୍ତି, ଯାହାଙ୍କ କଥା ଆଜି ବି ଲୋକେ ବିଶ୍ୱାସ…

ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କପୁଲ୍ ଚାହାନ୍ତି ଯେ ସେମାନଙ୍କର ସେହି ବଡ଼ ଦିନ ଠିକ୍ ବଲିଉଡ୍ ଫିଲ୍ମ ଭଳି ରାଜକୀୟ, ଆଲିଶାନ ଓ ହୃଦୟସ୍ପର୍ଶୀ ହେଉ। ଏହି କାରଣରୁ ୫-ଷ୍ଟାର୍ ହୋଟେଲ, ରାଜପ୍ରାସାଦ ଓ ଲଗ୍‌ଜରି ରିସର୍ଟରେ ବିବାହର ଚାହିଦା କେତେକ ଗୁଣ ବଢ଼ିଯାଇଛି। ତାଜ୍, ଓବେରୟ, ଲୀଲା…

ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ

ନୂଆଦିଲ୍ଲୀ: ଫୋନ୍ ହଜିବା କିମ୍ବା ଚୋରି ହେଲେ ସବୁଠାରୁ ବଡ଼ ଭୟ ରହୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (ଫଟୋ, ବ୍ୟାଙ୍କ ଡିଟେଲ୍ସ, ପାସୱାର୍ଡ) ଅନ୍ୟ କାହା ହାତକୁ ଚାଲିଯିବା। କିନ୍ତୁ ଏବେ ଏହି ସମସ୍ୟାର ପୂର୍ଣ୍ଣ ସମାଧାନ କେନ୍ଦ୍ର ସରକାର ଦେଇସାରିଛନ୍ତି। ‘ସଞ୍ଚାର ସାଥୀ’ (Sanchar Saathi)…