ଆଇନଷ୍ଟାଇନ୍ଙ୍କ ସାପେକ୍ଷତା ସିଦ୍ଧାନ୍ତର ଚମତ୍କାର: ମହାକାଶରୁ ଦେଖାଗଲା ଦୁର୍ଲଭ ଦୃଶ୍ୟ
ଆଲବର୍ଟ ଆଇନଷ୍ଟାଇନ୍ଙ୍କୁ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କର ୨୦ଶ ଶତାବ୍ଦୀରେ ପ୍ରଦତ୍ତ ସାପେକ୍ଷତା ସିଦ୍ଧାନ୍ତ (General Theory of Relativity) ମହାକାଶବିଜ୍ଞାନରେ ଏକ ମାଇଲଖୁଣ୍ଟ। ଏହି ସିଦ୍ଧାନ୍ତର ସବୁଠାରୁ ବଡ଼ ପ୍ରମାଣ ହେଉଛି ‘ଗୁରୁତ୍ୱାକର୍ଷଣ…