Latest Odisha News

BREAKING NEWS

ନବୀନ ନିବାସରେ ରୋଚକ ଦୃଶ୍ୟ, ଭିତିରି ଖେଳ ବୁଝି ପାରିଲେନି ନେତା?

ଭୁବନେଶ୍ୱର: ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ପାରିତ ହୋଇଯାଇଛି ୱାକଫ (ସଂଶୋଧନ) ବିଲ୍ ୨୦୨୫ । ବିଜେପି ପାଖରେ ସଂଖ୍ୟା ବଳ ଥିବାରୁ ଏହି ବିଲକୁ ସହଜରେ ପାରିତ କରାଇବାରେ ସକ୍ଷମ ହୋଇଛନ୍ତି ମୋଦି ସରକାର। ହେଲେ ଏବେ ୱାକଫ ବଲିକୁ ନେଇ ଯେତିକି ଚର୍ଚ୍ଚା ହେଉନି, ଏହି ବିଲ ବିରୋଧରେ କିଏ…

ଏୟାରଟେଲ୍‌ର ଖାସ୍ ପ୍ଲାନ, ବର୍ଷେ ଯାଏଁ ସବୁ ଫ୍ରି !

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ତାର ୩୪ ନିୟୁତରୁ ଅଧିକ ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଉପହାର ଦେଇଛି। ମାତ୍ର ୨୨୪୯ ଟଙ୍କାରେ ୩୬୫ ଦିନିଆ ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ଲଞ୍ଚ କରି କମ୍ପାନୀ ଗ୍ରାହକଙ୍କ ମନ ଜିଣିବାକୁ ଚେଷ୍ଟା କରିଛି। ଏହି ପ୍ଲାନ୍‌ ଜରିଆରେ…

ଅପରାଜିତା ଓ ଜୁଏଲ ଓରାମଙ୍କୁ ନୋଟିସ୍ : ୱାକଫ୍‌ ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଅନୁପସ୍ଥିତି ନେଇ ପ୍ରଶ୍ନ

ଭୁବନେଶ୍ୱର: ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍‌ ଉପରେ ଆଲୋଚନା ସମୟରେ ଅନୁପସ୍ଥିତ ରହିଥିବା ଓଡ଼ିଶାର ଦୁଇ ବିଜେପି ସାଂସଦଙ୍କୁ ଦଳ ପକ୍ଷରୁ ନୋଟିସ୍ କରାଯାଇଛି। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଦୁଇ ସାଂସଦ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ।…

ଟିକେ ଅପେକ୍ଷା କରନ୍ତୁ… ୫୫ ହଜାରକୁ ଖସିଯିବ ସୁନା ଦର !

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ବ୍ରେକ ଲଗୁନି। ଏମିତି ଲାଗୁଛି ଯେମିତି ଆଉ କିଛି ଦିନ ପରେ ଲକ୍ଷେ ଟଙ୍କା ଟପିଯିବ ସୁନା । ଦେଶର ଫ୍ୟୁଚର୍ସ ବଜାର ଏବଂ ଦିଲ୍ଲୀ ସୁନା ବଜାରରେ ଏହାର ସଙ୍କେତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥିଲା। ଦେଶର ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୯୧, ୪୦୦…

ସଂସଦରେ ପାକିସ୍ତାନ ଜିନ୍ଦାବାଦ !ରାଗି ଉଠିଲେ ନିର୍ମଳା

ନୂଆଦିଲ୍ଲୀ : ୱାକଫ ବିଲ୍‌ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍‌ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି…

୨୪ ଘଣ୍ଟାରେ ପ୍ରବଳ ବର୍ଷା ! ଆଲର୍ଟ କଲା ପାଣିପାଗବିଭାଗ

ନୂଆଦିଲ୍ଲୀ:କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଆଗାମୀ ୩ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ରହିବ। ୩ ଦିନ ପରେ ପୁଣି କଲବଲ କରିବ ଖରା ଗରମ ଓ ଗୁଳୁଗୁଳି। ଟ୍ରଫ ଲାଇନ ତଥା ବଙ୍ଗୋପସାଗର ରୁ ବହୁଥିବା ଆର୍ଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ କାଳବୈଶାଖୀ ବର୍ଷା କରାଇବ।…

ମିଆଁମାର ଭଳି ଦିଲ୍ଲୀରେ ଭୂକମ୍ପ ହେଲେ କ’ଣ ହେବ ? ଓଡ଼ିଶାକୁ କେତେ ରହିଛି ବିପଦ ?

ନୂଆଦିଲ୍ଲୀ: ମିଆଁମାରରେ ଗତ ୨୮ ମାର୍ଚ୍ଚ ୨୦୨୫ରେ ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ସେଠାକାର ସାଗାଇଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୨୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୪୦୦ରୁ ଅଧିକ ଆହତ ହୋଇଛନ୍ତି। ମାଣ୍ଡାଲେ ନିକଟସ୍ଥ ଏହି…

କ୍ରିକେଟ ପ୍ରେମୀଙ୍କ ପାଇଁ ଜିଓ ଆଣିଛି ଖୁସିର ଖବର, ୧୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: କ୍ରିକେଟ ପ୍ରେମୀଙ୍କ ପାଇଁ ଜିଓ ଆଣିଛି ଖୁସିର ଖବର । କମ୍ପାନୀ ତା’ର ଲୋକପ୍ରିୟ ‘ଅସୀମିତ କ୍ରିକେଟ ଅଫର’କୁ ୧୫ ଏପ୍ରିଲ ୨୦୨୫ ଯାଏଁ ବୃଦ୍ଧି କରିଛି, ଯାହା ପୂର୍ବରୁ ୩୧ ମାର୍ଚ୍ଚରେ ଶେଷ ହେବାର ଥିଲା। ଏହି ଅଫର ଜିଓର ନୂତନ ଓ ବର୍ତ୍ତମାନର ଗ୍ରାହକଙ୍କୁ ଆଇପିଏଲ କ୍ରିକେଟ…

ସୁନୀତା ୱିଲମ୍ସଙ୍କୁ ମିଳିବ ଭାରତ ରତ୍ନ? ସଂସଦରେ ଉଠିଲା ଦାବି

ନୂଆଦିଲ୍ଲୀ: ସୁନୀତା ୱିଲମ୍ସଙ୍କୁ ଦିଆଯାଉ ଭାରତ ରତ୍ନ । ଏପରି ଦାବି କରିଛନ୍ତି ଟିଏମସି ସାଂସଦ ମୋହମ୍ମଦ ନଦୀମୁଲ ହକ। ସେ ଭରତୀୟ ବଂଶଦ୍ଭବ ସୁନୀତା ଉଇଲିୟମ୍ସଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି।  ସୁନୀତା, ଯିଏ ମହାକାଶରେ ୯ ମାସରୁ ଅଧିକ ସମୟ ଧରି ରହି ଗତ ୧୮ ମାର୍ଚ୍ଚରେ…

ସ୍ତ୍ରୀ ରିଲ୍ସ କଲେ ବୋଲି ସ୍ୱାମୀଙ୍କ ଚାକିରି ଗଲା, ଜାଣନ୍ତୁ କାହିଁକି ?

ଚଣ୍ଡିଗଡ଼: ସୋସିଆଲ ମିଡିଆରେ ରିଲ୍ସ ତିଆରି କରିବାର ନିଶା ଏବେ ଏକ ପରିବାର ପାଇଁ ବଡ଼ ସଙ୍କଟ ଆଣିଛି। ଚଣ୍ଡିଗଡ଼ ସହରର ଏକ ଜେବ୍ରା କ୍ରସିଂରେ ନାଚି ରିଲ୍ସ ସୁଟିଂ କରୁଥିବା ଜ୍ୟୋତି ନାମକ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ସ୍ୱାମୀ ଅଜୟ କୁଣ୍ଡୁଙ୍କୁ ଚଣ୍ଡିଗଡ଼ ପୋଲିସ…