ଭାରତ ଆସିବେ ସୁନୀତା ! ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା ସୁନୀତା ୱିଲମ୍ସ ଓ ତାଙ୍କ ଟିମ୍ ପୃଥୀବି ପୃଷ୍ଠରେ ପାଦ ଦେବେ। ଏନେଇ ପୂରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦୀର୍ଘ 9 ମାସ ପରେ ଅନେକ ଆଶା ଆଶଙ୍କା ଭିତରେ ମହାକାଶରୁ ପୃଥୀବିକୁ ଫେରୁଛନ୍ତି ସୁନୀତା। ଏହାରି ଭିତରେ ପ୍ରଧାନମନ୍ତ୍ରୀ…