ଅନ୍ଧାର ରାତିର ପ୍ରେମ
ଅନ୍ଧାର ରାତିର ପ୍ରେମ
ସୁବ୍ରତ କୁମାର ସେନାପତି
କମ୍ଳେଶର ଆଦିମ ମନର ଗାଥା
ନୀଲୁ!
ଆଜି ଵି ଏ କକ୍ଷ ସେମିତି ନିସ୍ତବ୍ଧ ନିଶଦ୍ଦ। ଚାରିଆଡେ ପରିବ୍ୟାପ୍ତ ସେଇ ନିରନ୍ଧ୍ର ଅନ୍ଧକାର। କିନ୍ତୁ ଏ ଅନ୍ଧକାର ମୋ ପାଇଁ ନିଷ୍ପ୍ରୋୟଜନ । ହୁଏତ କହିପାର ଅସହ୍ୟ ଏ ଅନ୍ଧକାର, ଯାହା ଦିନେ ମୋ ପାଇଁ…