BNP leader Azizur Rahman shot dead : ବାଂଲାଦେଶରେ ବିଏନପି ନେତା ଅଜିଜୁର ରହମାନଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ :ବାଂଲାଦେଶର ରାଜଧାନୀ ଢାକାରେ ସ୍ୱୟଂସେବକ ଦଳ (BNP ) ର ପୂର୍ବତନ ନେତା ଅଜିଜୁର ରହମାନ ମୁସାବ୍ବିରଙ୍କୁ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଢାକା ମେଟ୍ରୋପଲିଟାନ୍ ନର୍ଥ ସ୍ୱୟଂସେବକ ଦଳ (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ସ୍ୱେଚ୍ଛାସେବକ ଶାଖା)ର ସାଧାରଣ…