Latest Odisha News

BREAKING NEWS

M.S Umesh passes away ୮୦ ବର୍ଷ ବୟସରେ କନ୍ନଡ଼ ଅଭିନେତା ଉମେଶଙ୍କ ପରଲୋକ…

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଛି। ସେ ୮୯ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଘଟିଛି । ଦକ୍ଷିଣ ଭାରତୀୟ ସିନେମାରୁ ଏକ…

Human Washing Machine: ମଣିଷ ଶରୀରକୁ ଚୁଟକିରେ ସଫା କରୁଛି ଏହି ମେସିନ…

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରକାର ଟେକ୍ନୋଲେଜି ବାହାରିଲାଣି ଯାହା ପ୍ରତିଟି କାମକୁ ସହଜରେ କରିଦେଉଛି । ଏପରି ଅନେକ ମେସିନ ଯାହା କଷ୍ଟ କାମକୁ ଅଳ୍ପ ସମୟ ଭିତରେ ବିନା ପରିଶ୍ରମରେ କରିଥାଏ । ଏହାରି ଭିତରେ ଅନେକ ଲୋକ ଅଛନ୍ତି  ଯେଉଠମାନଙ୍କୁ ଗାଧୋଇବାକୁ ବହୁତ ଅଳସୁଆ ଲାଗେ । ଆଉ…

Winter Session of Parliament : କାଲିଠାରୁ ସଂସଦ ଅଧିବେଶନ ଆରମ୍ଭ,ସର୍ବଦଳୀୟ ବୈଠକରେ ହଙ୍ଗାମା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରେ ଆରମ୍ଭ ହେଉଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଶାସକ ଏବଂ ବିରୋଧୀ ଉଭୟ ଦଳର ସମସ୍ତ ପ୍ରମୁଖ ନେତା ଯୋଗ ଦେଇଥିଲେ। ବୈଠକ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ…

Imran Khan : ଇମ୍ରାନଙ୍କ ଭଉଣୀ ଦେଲେ ଧମକ,’ମୋ ଭାଇର କିଛି ହେଲେ ପାକିସ୍ତାନ ନିଆଁରେ ଜଳିଯିବ’…

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତାଙ୍କ ହତ୍ୟା ଗୁଜବ ସମସ୍ତଙ୍କୁ ଦୋହଲାଇ ଦେଇଥିଲା, ଯାହା ଫଳରେ ଶାହବାଜ ସରିଫଙ୍କ ସରକାର ସ୍ପଷ୍ଟୀକରଣ ଦେଇଥିଲେ ଯେ ସେ ସୁସ୍ଥ ଅଛନ୍ତି। ତଥାପି, ସରକାରଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ଅନେକ କଳ୍ପନାଜଳ୍ପନା ଜାରି ରହିଛି।…

ନିଆରା ପରମ୍ପରା : ବିବାହରେ ପୁଅ କନ୍ୟା ପରି, ଝିଅ ବର ଭଳି ସଜେଇ ହୁଅନ୍ତି…

ନୂଆଦିଲ୍ଲୀ : ବିବାହ ଏପରି ଏକ ପ୍ରଥା ଯାହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ହୋଇଥାଏ । ଏପରିକି ସମସ୍ତଙ୍କର ରୀତିନତୀ ମଧ୍ୟ ଭିନ୍ନ ଥାଏ । କିନ୍ତୁ ବିବାହରେ ପୁଅ କନ୍ୟା ଭଳି ସଜ ହୁଏ ଆଉ ଝିଅଟି ବର ଭଳି ସଜ ହୋଇଥାଏ ଏକଥା ଆଗରୁ ଶୁଣିଛନ୍ତି କି? କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ…

Bank-Holidays : ଡ଼ିସେମ୍ବରରେ ୧୮ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ୨୦୨୫ ମସିହାର ଶେଷ ମାସ ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବହୁତ ଦିନ ପାଇଁ ପାଇଁ ବନ୍ଦ ରହିବ। ଚାରୋଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ମିଶାଇ, ମୋଟ ୧୮ଟି ବ୍ୟାଙ୍କ ଛୁଟି ରହିବ। ଭାରତରେ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ…

Operation Sagar Bandhu: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ଭାରତର ସହାୟତା, ଅପରେସନ୍ ସାଗର ବନ୍ଧୁ ଆରମ୍ଭ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବର୍ଷା ଏବଂ ବନ୍ୟା ଏଠାକାର ଲୋକଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି। ଏହି କଷ୍ଟକର ସମୟରେ ପଡ଼ୋଶୀ ଦେଶକୁ ସହାୟତା କରିବା ପାଇଁ, ଭାରତୀୟ ବାୟୁସେନାର ଏକ C-130J ବିମାନ ପ୍ରାୟ ୧୨ ଟନ୍…

Expensive Feather : ସୁନା ଠୁ ବି ଅଧିକ ଦାମ ଏହି ପକ୍ଷୀର ପର ଜାଣନ୍ତୁ…

ନୂଆଦିଲ୍ଲୀ :  ବିଶ୍ବରେ ସୁନାଠାରୁ ହୀରା ପର୍ଯ୍ୟନ୍ତ ଅନେକ ମୂଲ୍ୟବାନ ଜିନିଷ ରହିଛି । କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି ଏହି ଅଗଣିତ ଜିନିଷ ମଧ୍ୟରେ ସୁନା ଅପେକ୍ଷା ତିରିଶ ଗୁଣ ଅଧିକ ମୂଲ୍ୟର ଏକ ପକ୍ଷୀର ପର ହୋଇପାରେ ? ଏହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯିବେ।…

Accident : ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ଘଟିଲା ବଡ଼ ଦୁର୍ଘଟଣା…

ଉତ୍ତରପ୍ରଦେଶ : ମାଡ଼ିଆସିଲା ଅଚାନକ ମୃତ୍ୟୁ । ଗୋଟିଏ ଦିନରେ ଚାଲିଗଲା ପରିବାରର ୭ ଜଣଙ୍କ ଜୀବନ । ଉତ୍ତର ପ୍ରଦେଶର ସହାରନପୁରର ଗାଗଲହେରି ଥାନା ଅଞ୍ଚଳରେ  ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ହଠାତ୍ ନିୟନ୍ତ୍ରଣ ହରାଇ ଏକ କାର ଉପରେ ଓଲଟି ପଡ଼ିବାରୁ…