Online fraud ଫେସବୁକରୁ ସାଙ୍ଗ ହୋଇ ୨ କୋଟି ଲୁଟିନେଲେ ମହିଳା…
ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ନୋଏଡାରେ ଅନଲାଇନ୍ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସାଇବର ଠକ ନୋଏଡ଼ାର ସେକ୍ଟର ୧୧ରେ ରହୁଥିବା ବ୍ୟବସାୟୀ ନୀତିନ ପାଣ୍ଡେଙ୍କୁ ଫରେକ୍ସ ବାଣିଜ୍ୟରେ ବିପୁଳ ଲାଭର ପ୍ରତିଶ୍ରୁତି ଦେଇ ୨ କୋଟି ଟଙ୍କା ଠକି ନେଇଛନ୍ତି। ପ୍ରଥମେ ମହିଳା…