Latest Odisha News

BREAKING NEWS

Jan Nayagana film trailer: ଥାଲାପତି ବିଜୟଙ୍କ ୪୦୦ କୋଟି ଫିଲ୍ମର ଟ୍ରେଲରରେ ଏକ ବଡ଼ ଭୁଲ…

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ଆଗାମୀ ତାମିଲ ଫିଲ୍ମ "ଜନ ନାୟଗନ"ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଏହା ଡେବ୍ୟୁ ହେବା ପରଠାରୁ ସୋସିଆଲ ମିଡିଆରେ ଏକ ସେନ୍ସେସନ ହୋଇଛି। ଏହା ବିଜୟଙ୍କ ଶେଷ ଫିଲ୍ମ, ଏବଂ ତାଙ୍କ ପ୍ରଶଂସକମାନେ ଏଥିପାଇଁ ଅତ୍ୟନ୍ତ ଉତ୍ସାହିତ। କୋଟି କୋଟି…

US attack on Venezuela: ଧ୍ବଂସବିଧ୍ବଂସ ହୋଇଯାଇଛି ଭେନେଜୁଏଲା, ଆମେରିକାକୁ ନିନ୍ଦା କଲା ଚୀନ୍, ଇରାନ…

ନୂଆଦିଲ୍ଲୀ: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବିବାଦ ବଢ଼ିଛି। ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଜେଲରେ ରଖିଛି। ଏହି ଘଟଣା ସାରା ବିଶ୍ୱରେ ଭୂରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି, ଏବଂ କାରାକାସରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଉତ୍ତେଜନା ଅଧିକ ରହିଛି।…

Government’s innovative steps: ପ୍ରଦୂଷଣ ରୋକିବା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଗୋବର ଘଷିିରେ କରାଯିବ…

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ସରକାରଙ୍କ ଅଭିନବ ପଦକ୍ଷେପ । ଶବଦାହରେ ବ୍ୟବହାର ହେବ ଗୋବର ପ୍ରସ୍ତୁତ ଜାଳେଣୀ । ଫଲରେ ପ୍ରଦୂଷଣ ରୋକାଯାଇ ପାରିବ । ଗୋବରରେ ପ୍ରସ୍ତୁତ କାଠକୁ ବହୁଳ ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି। ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି। ନୂଆପଡା,…

Ama Bus: ଏବେଠୁ ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ, ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ ପାଇଁ ନିର୍ଦେଶ .

ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ଘଟୁଛି ସମାନ ଘଟଣା । ସରକାର ଲୋକଙ୍କ ସେବା ପାଇଁ ଚଲାଉଥିବା ଆମ ବସ୍ ସେବା କମ୍ ଜୀବନ ଅଧିକ ନେଲାଣି । ଯେତେ ପ୍ରଚାର ପ୍ରସାର ପରେ ବି ସୁଧୁରୁନାହାନ୍ତି ବସ ଚାଳକ । ମନଇଚ୍ଛା ବସ୍ ଚଲାଇବା ଫଳରେ ଗଲାଣି କେତେ ନିରୀହଙ୍କ ଜୀବନ ।  ଏତେ ସବୁ ପରେ ସରକାରଙ୍କ…

BJP Leader Slams Shahrukh ‘ଶାହାରୁଖର ଫିଲ୍ମ ଯିଏ ଦେଖିବ ସେ ଦେଶଦ୍ରୋହୀ’: କିଙ୍ଗଖାନଙ୍କ ଉପରେ ବର୍ଷିଲେ ବିଜେପି…

ନୂଆଦିଲ୍ଲୀ:  IPL ୨୦୨୬ ସମୟରେ କୋଲକାତା ନାଇଟ୍ ରାଇଡର୍ସ (kkr) ଦଳରେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ସାମିଲ କରାଯିବାକୁ ନେଇ ରାଜନୈତିକ ଏବଂ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି। ବର୍ତ୍ତମାନ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାହାର କରାଯାଇଛି, କିନ୍ତୁ ଏସବୁ…

odisha politics: ମୋକିମଙ୍କ ଆଞ୍ଚଳିକ ଦଳ ହେଲେ ପୁରୁଣା ଦଳ କିଏ ଛାଡ଼ିବେ,୩ ଦଳରେ ସନ୍ଦେହର ବାତାବରଣ

ଭୁବନେଶ୍ବର: -ଗୋଟିଏ ପୋଷ୍ଟର ଦୋହଲାଇ ଦେଲା କଂଗ୍ରେସ ଦଳକୁ -ବର୍ଷ ଆରମ୍ଭରୁ କଂଗ୍ରେସକୁ ଝଟକା -କଂଗ୍ରେସକୁ ଜବାବ ଦେଲେ ବାପା-ଝିଅ! -ବାପାଙ୍କୁ ଅପମାନର ପ୍ରତିଶୋଧ ନେବେ ସୋଫିଆ…  ଉଠୁଛି ପଡ଼ୁଛି କଂଗ୍ରେସ ଦଳ ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଗତ କିଛି…

Folk singer Neha Singh: ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଅଟକ ରଖିଲା ପୁଲିସ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକପ୍ରିୟ ଲୋକ ଗାୟିକାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଉତ୍ତର ପ୍ରଦେଶର ଲୋକ ଗାୟିକା ତଥା ମୋଦୀ ସରକାରଙ୍କ କଠୋର ସମାଲୋଚକ ନେହା ସିଂହ ରାଠୋରଙ୍କୁ ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଅଟକ ରଖିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟରେ ସୋସିଆଲ ମିଡିଆରେ…

Bargarh Dhanu Jatra:୧୧ ଦିନ ପରେ କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ବରଗଡ଼: ୧୧ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ  ଉଦ୍‌ଯାପିତ ହୋଇଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। ଉଦଯାପନୀ ଦିବସରେ କଂସବଧ…

BJD press meet: ମହିଳା ବିଡିଓଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା, ନିନ୍ଦା କଲା ବିଜେଡ଼ି

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି ଏବଂ ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣକୁ ବିଜୁ ଜନତା ଦଳ ଦୃଢ ନିନ୍ଦା କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି, ରାଜନଗର ମହିଳା…

political equation change: ଟିଏମସିକୁ ବଡ଼ ଝଟକା, କଂଗ୍ରେସରେ ଯୋଗଦେଲେ ଟିଏମସି ସାଂସଦ ମୌସମ ନୁର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଲା ।ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ମୌସମ ବେନଜିର ନୁର ଆନୁଷ୍ଠାନିକ ଭାବରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ୨୦୨୬ ବିଧାନସଭା ନିର୍ବାଚନ…