Latest Odisha News

BREAKING NEWS

Drone attack: ବିପଦରେ ପୁଟିନଙ୍କ ଜୀବନ! ଘର ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ:  ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ଏପରି ଏକ ଘଟଣା ଘଟିଛି ଯାହା ପୁଣି ଏହି ଯୁଦ୍ଧକୁ ବଢାଇବାକୁ ଉସକାଉଛି ।  ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ । ୟଏପରି ଚେଷ୍ଟା…

Encounter: ବଡ଼ ଧରଣର ଏନକାଉଣ୍ଟର, ସେନା ଗୁଳିରେ ୬ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ:ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ଉତ୍ତର-ପଶ୍ଚିମ ତୁର୍କୀରେ ଆତଙ୍କବାଦୀ ସଂଗଠନ  ISIL ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଛଅ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି…

Attacked again in Bangladesh: ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ଜାଳିଦେଲେ ହିନ୍ଦୁଙ୍କ ଘର

ନୂଆଦିଲ୍ଲୀ:ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ପରଠାରୁ ଦେଶ ଅଶାନ୍ତ ହୋଇପଡ଼ିଛି। ଏହି ସମୟରେ, ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ  ପିଟି ପିଟି ହତ୍ୟା କରଯାଇଥିଲା। ତା'ପରେ ଅମୃତ ମଣ୍ଡଳଙ୍କ…

Operation Sindoor: ଭାରତର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ…ବଡ଼ ଖୁଲାସା କଲେ ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନକୁ ଉଚିତ୍ ଜବାବ ଦେଇ ଅପରେସନ ସିନ୍ଦୂରରେ ପିଓକେ ଓ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ସଙ୍ଗଠନକୁ ଧ୍ୱଂସବିଧ୍ୱଂସ କରି ଦେଇ ଥିଲା ଭାରତୀୟ ସେନା ଏବଂ ପାକିସ୍ତାନୀ ଏୟାରବେସ୍ ଉପରେ ମଧ୍ୟ କରିଥିଲା ଖୁବ୍ ବଡ଼ ହମଲା। ପାକିସ୍ତାନ ଉପରେ ଭାରତ କରିଥିବା ଆକ୍ରମଣର ବଡ଼…

Thalapathy Vijay: ଅଭିନୟରୁ ସନ୍ୟାସ ନେଲେ ବିଜୟ, ଏବେ କରିବେ କେବଳ ରାଜନୀତି

ମୁମ୍ବାଇ: ଅଭିନୟକୁ ବାଏ ବାଏ କଲେ ସାଉଥ ସୁପରଷ୍ଟାର ଥଲାପତି ବିଜୟ । ଅଭିନୟ ଜଗତରୁ ନେଲେ ସନ୍ୟାସ । ଏହାର କାରଣ କ’ଣ ନିଜେ କହିଛନ୍ତି ବିଜୟ । ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବିଜୟ । ଥଲାପତି ନାଁ ଶୁଣିବା ମାତ୍ରେ ବଢିଯାଉଥିଲା ଫାନ୍ସଙ୍କ କ୍ରେଜ ।…

Terrible train accident ଭୟଙ୍କର ଟ୍ରେନ ଦୁର୍ଘଟଣା: ୧୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୮ ଜଣ ଆହତ ହୋଇଛନ୍ତି। ପ୍ରଶାନ୍ତ ମହାସାଗରକୁ ମେକ୍ସିକୋ ଉପସାଗର ସହିତ ସଂଯୋଗ କରୁଥିବା ରେଳ ଲାଇନରେ ଯାତାୟାତ ଅଚଳ ହୋଇଯାଇଛି। X ରେ ଏକ ବାର୍ତ୍ତାରେ ଓଆକ୍ସାକା ରାଜ୍ୟର…

Donald Trump: ପୁଟିନଙ୍କ ସହ ୨ ଘଣ୍ଟା ଫୋନରେ କଥା ହେଲେ ଟ୍ରମ୍ପ, ଘମାଘୋଟ ଲଢେଇର ହେବ କି ଅନ୍ତ!

ନୂଆଦିଲ୍ଲୀ: ସରିବ ୪ ବର୍ଷ ଧରି ଚାଲିଥିବା ଘମାଘୋଟ ଲଢେଇ । ଯୁଦ୍ଧ ବନ୍ଧ ନେଇ ଶେଷ ପର୍ଯ୍ୟାୟରେ ରହିଛି ଆଲୋଚନା । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଶାନ୍ତି ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫…

Chitrangda Singh: ଏଥର କିଛି ଅଲଗା, ମା’ ଭୂମିକାରେ ନଜର ଆସିବେ ଚିତ୍ରାଙ୍ଗଦା

ମୁମ୍ବାଇ: ଏଥର କେବଳ ଆଇଟମ ସଙ୍ଗରେ ନୁହେଁ, ବରଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଚିତ୍ରାଙ୍ଗଦା ସିଂହ । ସବୁବେଳେ ମର୍ଡ଼ନ ଲୁକରେ ପରଦାରେ ଅଭିନୟ କରିଥିବା ଚିତ୍ରାଙ୍ଗଦା ଏବେ ଏକ ନୂଆ ଲୁକ୍ ଏବଂ ଚରିତ୍ର ସହିତ ନଜର ଆସିବେ ।  ଫିଲ୍ମ ‘ରାତ୍‌ ଅକେଲୀ ହୈ: ଦ ବନ୍‌ସଲ ମଡର୍ସ’ରେ…

After 30 years: ୩୦ ବର୍ଷ ପରେ ଗାଁରେ ଜନ୍ମନେଇଛି ଏକ ଶିଶୁକନ୍ୟା, ଗାଁରେ ଖୁସିର ଲହରୀ

ନୂଆଦିଲ୍ଲୀ: ଘରେ ଶିଶୁ ଟିଏ ଜନ୍ମ ହେଲେ ଧୂମଧାମରେ ତା’କୁ ସ୍ବାଗତ କରାଯାଏ । ଚାରିଆଡ଼େ ଖୁସିର ମାହୋଲ ହୋଇଯାଏ । ଏହା ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ବରେ ଏପରି ଏକ ଗାଁ ଅଛି ଯେଉଁ ଗାଁରେ ଦିର୍ଘ ୩୦ ବର୍ଷ ପରେ ଏକ ଶିଶୁକନ୍ୟା ଜନ୍ମ ନେଇଛି ଆଉ ପୁରା ଗାଁ କୁନି…

India will take revenge ଗୋଟି ଗୋଟି ଜଳିବେ ସବୁ ବାଂଲାଦେଶୀ: ଯୋଗୀ ଆଦିତ୍ୟ ନାଥ

ନୂଆଦିଲ୍ଲୀ: ଭାରତ ନେବ ପ୍ରତିଶୋଧ,ତଡ଼ା ଖାଇବେ ସବୁ ବାଂଲାଦେଶୀ । ବାଂଲାଦେଶରେ ହିନ୍ଦୁଙ୍କୁ ନୃଶଂସ ଭାବେ ଜାଳିଦେଲ, ଏବେ ତୁମ ପାଳି ଆସୁଛି । ହିନ୍ଦୁଙ୍କୁ ଯେମିତି ଘୋଷାଡ଼ି ଘୋଷାଡ଼ି ମାରିଛ ସେମିତି ଅବସ୍ଥା ଭାରତରେ ବାଂଲାଦେଶୀଙ୍କର ହେବ  ।ଭାରତର ସରଳତା ଦେଖିଛ ଏବେ ତାଣ୍ଡବ ଦେଖିବ ।…