Latest Odisha News

BREAKING NEWS

Birth anniversary:ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ।  ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟରେ ନିର୍ମିତ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ…

Terrible road accident : ସକାଳୁ ସକାଳୁ ବଡ଼ ଅଘଟଣ, ବସ୍ ଦୁର୍ଘଟଣାରେ ଜଳିଗଲେ ଯାତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା। କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଏକ ଘରୋଇ ପ୍ଲିପର କୋଚ୍ ବସ୍ ଟ୍ରକ ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବସ୍‌ ଟି ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଯାଉଥିବାବେଳେ ଏକ…

Letter to Jacqueline Fernandez: ଜେଲରୁ ଜ୍ୟାକଲିନଙ୍କ ପାଇଁ ଚିଠି ଲେଖିଲା ସୁକେଶ, ଅଡୁଆରେ ଅଭିନେତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀର ମାଣ୍ଡୋଲି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ଖ୍ରୀଷ୍ଟମାସର ବିଶେଷ ଅବସରରେ ସେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ କେବଳ ଜ୍ୟାକଲିନ୍…

Akshay Khanna: କମ୍ ପଇସାରେ ଆଉ ଫିଲ୍ମ କରିବିନି: ଧୁରନ୍ଧର ପରେ ଫି ବଢାଇଲେ ଅକ୍ଷୟ ଖାନ୍ନା

ମୁମ୍ବାଇ: ଫିଲ୍ମ 'ଧୁରନ୍ଧର' ବକ୍ସ ଅଫିସରେ ଧମାକା କରିଛି। ଫିଲ୍ମରେ ଅକ୍ଷୟ ଖାନାଙ୍କ ଦମ୍ ଦେଖି ଲୋକଙ୍କ ନଜର ତାଙ୍କ ଉପରୁ ହଟାଇବା କଷ୍ଟକର ହୋଇପଡିଛି। ନୃତ୍ୟ ହେଉ କି ଶକ୍ତିଶାଳୀ ସଂଳାପ ପରିବେଷଣ, ଅକ୍ଷୟ ଖାନାଙ୍କ ପ୍ରତ୍ୟେକ ଦୃଶ୍ୟ ଉପରେ ପ୍ରଭାବ ପଡ଼ିଛି। ଫିଲ୍ମର ସଫଳତା ପରେ, ଏହି…

ISRO creates history: ଇସ୍ରୋ କଲା କମାଲ, ଯେତେ ବନ୍ୟା-ବାତ୍ୟା ହେଲେ ବି ଆଉ କଟିବନି ନେଟୱର୍କ  

ନୂଆଦିଲ୍ଲୀ: ଏବେ ଆଉ ଆପଣଙ୍କୁ ନେବାକୁ ପଡ଼ିବନି ମୋବାଇଲ ନେଟୱର୍କ ଟେନ୍‌ସନ୍‌ । କାରଣ ଆଗାମୀ ଦିନରେ ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡ଼ିବନି ଟାୱାର । ଯେଉଁଠି ଥିଲେ ବି ସହଜରେ କଲ୍‌ ଲାଗିଯିବ । ଏପରିକି ବନ୍ୟା, ଭୂମିକମ୍ପ କିମ୍ବା ଝଡ଼ ହେଲେ ବି କଟିବନି ନେଟଓ୍ବାର୍କ । ଏବେ ଅପହଞ୍ଚ…

world-famous Dhanu Yatra: ଆଜିଠୁ ଦୁଲୁକିବ ବରଗଡ଼, ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ ।ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇ ଉଠିଥିବା ବେଳେ ଏହାର ପ୍ରସ୍ତୁତି କାମ ଯୋରସୋରରେ ଆଗେଇ ଚାଲିଛି ।  ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜି (ବୁଧବାର)ଠାରୁ…

Assam Violence: ଅଶାନ୍ତ ହେଲାଣି ଆସାମ, ବଢୁଛି ମୃତ୍ୟୁ ସଂଖ୍ୟା ତେଜୁଛି ହିଂସା

ଆସାମ: ଆସାମରେ ପୁଣି ଦେଖାଦେଇଛି ହିଂସା । ତେଜୁଥିବା ହିଂସାରେ ୩୮ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଦୁଇଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ।ଆସାମରେ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ହିଂସାକାଣ୍ଡ ଘଟିଛି।…

Blue Bird-2 satellite launched: ଲଞ୍ଚ୍‌ ହେଲା ବ୍ଲୁ ବର୍ଡ-୨ ସାଟେଲାଇଟ୍‌, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଛି ଇସ୍ରୋ, ମିଳିଲା ଆଉ ଏକ ବଡ଼ ସଫଳତା। ମୋବାଇଲ ଫୋନ୍‌ ଜଗତରେ ଏକ ବଡ ବିପ୍ଳବ ଆରମ୍ଭ ହୋଇଛି । ସଫଳ ଉତକ୍ଷେପଣ ହୋଇଛି ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍‌ । ଏହି ଉତକ୍ଷେପଣ ଫଳରେ ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ମୋବାଇଲ୍‌…

Bangladesh violence: ଉସମାନ ହାଦିଙ୍କ ପରେ, ବାଂଲାଦେଶରେ ଆଉ ଜଣେ ନେତାଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ବାଂଲାଦେଶରେ ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ଛାତ୍ର ନେତା ସରିଫ ଓସମାନ ବିନ୍ ହାଦିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ହିଂସା ପ୍ରାୟତଃ ଥମିନାହିଁ, ଏବଂ ଦେଶ ପୁଣି ଥରେ ଥରି ଉଠିଛି।  ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ…

Turkish Parliament: ସଂସଦରେ ସାଂସଦଙ୍କ ମଧ୍ୟରେ ହାତାହାତି, ଭାଇରାଲ ହେଉଛି ଭିଡ଼ିଓ….

ନୂଆଦିଲ୍ଲୀ: ତୁର୍କୀ ସଂସଦରୁ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ବଜେଟ ଭୋଟ୍ ସମୟରେ ସାଂସଦମାନେ ନିଜର କ୍ରୋଧ ହରାଇ ଲଢ଼ିବା ଆରମ୍ଭ କରିଦେଲେ। ୨୦୨୬ ବଜେଟ୍ ଉପରେ ଭୋଟ୍ ପୂର୍ବରୁ ତୁର୍କୀ ଗ୍ରାଣ୍ଡ ନ୍ୟାସନାଲ୍ ଆସେମ୍ବ୍ଲି (TBMM)ରେ ଉତ୍ତେଜନା ବୃଦ୍ଧି ପାଇଲା। ଆରମ୍ଭ ହୋଇଥିବା…