ମୁମ୍ବାଇ: ରିଲିଜ୍ ହେବା ମାତ୍ରେ ହିଟ ହେଲା ‘ବର୍ଡର 2’ । ରିଲିଜ୍ ହେଲା ‘ବର୍ଡର 2’ର ଟିଜର, ଭାବପ୍ରବଣ ହେଲେ ସନି ଦେଓଲ ।ବିଜୟ ଦିବସରେ ଆସିଲା ‘ବର୍ଡର 2 ‘ ଟିଜର । ସନ୍ନି ଦେଓଲଙ୍କ ‘ବର୍ଡର ୨’ ଟିଜର ରିଲିଜ୍ ହେବା ମାତ୍ରେ ହିଟ୍ ହୋଇଗଲା । ସନ୍ନି ଦେଓଲ ପୁଣିଥରେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଫେରିଛନ୍ତି। ଗଦର 2 ଏବଂ ଜାଟ ସହିତ ହଇଚଇ ସୃଷ୍ଟି କରିବା ପରେ, ଅଭିନେତା ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଦେଶପ୍ରେମୀ ଚଳଚ୍ଚିତ୍ର, ବର୍ଡର 2 ସହିତ ଥିଏଟରରେ ଧମାକା କରିବାକୁ ଫେରିଛନ୍ତି।ଟିଜରରେ ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟିଙ୍କ ଝଲକ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି ଏବଂ ସୋସିଆଲ ମିଡିଆରେ ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି। ଦର୍ଶକ ଏହି ଟିଜରକୁ ଏକ ମାଷ୍ଟରପିସ୍ ବୋଲି ମଧ୍ୟ କହିଛନ୍ତି। ଲଞ୍ଚ୍ ଇଭେଣ୍ଟ ସମୟରେ ସନ୍ନି ଦେଓଲ ବହୁତ ଭାବପ୍ରବଣ ହୋଇଯାଇଥିଲେ। ସନ୍ନିଙ୍କ ପିତା ତଥା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ଏହା ରିଲିଜ୍ ହୋଇଥିଲା। ଏହି ଅବସରରେ ସନ୍ନିଙ୍କୁ କାନ୍ଦିବାର ଦେଖାଯାଇଥିଲା।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

Comments are closed.