ବ୍ରହ୍ମପୁର:ଗଞ୍ଜାମ ଜିଲା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆର୍.ଦାମୋଦରପଲ୍ଳୀ ଉପସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଆଇଏଏସ୍ଓ ମାନ୍ୟତା ମିଳିଛି। ଏନେଇ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ଏବଂ ବିଭିନ୍ନ ପ୍ରକାର ପରୀକ୍ଷା ଯୋଗାଇ ଦେବା, ଓପିଡ଼ି, ଆଇପିଡ଼ି, ଜରୁରୀକାଳନ ଚିକିତ୍ସା ସୁବିଧା, ନିରାମୟରେ ମାଗଣାରେ ଔଷଧ ପ୍ରଦାନ, ପରିବାର ନିୟୋଜନ, ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସେବା, ଟିକାକରଣ, ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ପରାମର୍ଶ ଏବଂ ଅଣସଂକ୍ରାମଣ ରୋଗ ନିୟନ୍ତ୍ରଣ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁ ଆଇଏଏସ୍ଓ ମାନ୍ୟତା ମିଳିଛି। ଆସନ୍ତା ୨୦୨୫ ମସିହା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆଇଏଏସ୍ଓ ମାନ୍ୟତା ବଜାୟ ରହିବ।
BREAKING NEWS
- ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା
- କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
- ଏହି ଦେଶର ଲୋକେ ପାଳନ୍ତି ନାହିଁ ସେମାନଙ୍କର ଜନ୍ମଦିନ, କାରଣ ଜାଣି ହୋଇଯିବେ ତାଜୁବ..
- India France Deal: ରାଫେଲ, ହାମର, ପିନାକା… ଭାରତ-ଫ୍ରାନ୍ସ ବନ୍ଧୁତାରୁ ବିଶ୍ୱକୁ ବଡ଼ କୂଟନୈତିକ ବାର୍ତ୍ତା, ଆତ୍ମନିର୍ଭର ଭାରତର ପ୍ରତିଫଳନ…
- ବିଧାନସଭାରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବି
- T 20 ବିଶ୍ବକପ କ୍ରିକେଟ ବେଟିଂ ବେଳେ ଚଢ଼ଉ, ୧୫ ଅଟକ
- Rajya Sabha Elections: ଏହି ଦିନ ହେବ ରାଜ୍ୟସଭା ନିର୍ବାଚନ, ଘୋଷଣା ହେଲା ତାରିଖ…
- Odisha Assembly Budget Session: ଧାନ ପ୍ରସଙ୍ଗ ନେଇ ଗୃହ ଅଚଳ, ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ବିଜେଡି ବିଧାୟକ…୧୧.୩୦ ଯାଏଁ ଗୃହ ମୁଲତବି
- NASA Scientist Warning: ଧ୍ଵଂସ ହୋଇଯିବ ଅନେକ ସହର!
- ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା: ଅଭିଯୁକ୍ତ ନାବଳକ ଗିରଫ
Comments are closed.