ଆମାଜନ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ସେଲ୍ ୨୦୨୫ ସ୍ୱାଧୀନତା ଦିବସର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ ଆସିଛି। ଏହି ସେଲ୍ ୩୧ ଜୁଲାଇ ମଧ୍ୟରାତ୍ରୀରୁ ପ୍ରାଇମ୍ ମେମ୍ବରଙ୍କ ପାଇଁ ଆରମ୍ଭ ହୋଇଛି ଏବଂ ୧୨ ଘଣ୍ଟା ପରେ ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି। ଏହି ସେଲ୍ରେ ଗ୍ରାହକମାନେ ସ୍ମାର୍ଟଫୋନ୍, ଲାପଟପ୍, ହୋମ୍ ଆପ୍ଲାୟନ୍ସେସ୍, ଫ୍ୟାଶନ୍ ଓ ବିଉଟି ପ୍ରୋଡକ୍ଟଗୁଡ଼ିକରେ ବଡ଼ ଛାଡ଼ ପାଇପାରିବେ।
ହୋମ୍ ଆପ୍ଲାୟନ୍ସେସ୍ରେ ଆକର୍ଷଣୀୟ ଅଫର୍
ୱାଶିଂ ମେସିନ୍: LG, Samsung, Bosch ଏବଂ IFB ଭଳି ବ୍ରାଣ୍ଡଗୁଡ଼ିକରେ ୬୦% ପର୍ଯ୍ୟନ୍ତ ଛାଡ଼।
ଏୟାର କଣ୍ଡିସନର: Carrier, Daikin, Panasonic ଏବଂ LG ଭଳି ଟପ୍ ବ୍ରାଣ୍ଡଗୁଡ଼ିକରେ ୬୦% ପର୍ଯ୍ୟନ୍ତ ଛାଡ଼।
ମାଇକ୍ରୋୱେଭ୍ ଓଭେନ୍: Samsung, LG ଏବଂ Haier ମାଇକ୍ରୋୱେଭ୍ରେ ୬୦% ପର୍ଯ୍ୟନ୍ତ ଛାଡ଼।
ଫ୍ରିଜ: Samsung, Haier, LG ଏବଂ Godrej ଫ୍ରିଜ୍ରେ ୫୫% ପର୍ଯ୍ୟନ୍ତ ଛାଡ଼।
ଡିସ୍ୱାଶର: Bosch, IFB ଏବଂ Faber ଡିସ୍ୱାଶର୍ରେ ଶାନଦାର ଡିଲ୍।
କିଚେନ୍ ଚିମନୀ: Faber, Elica, Glen ଏବଂ Crompton ଚିମନୀରେ ୬୫% ପର୍ଯ୍ୟନ୍ତ ଛାଡ଼।
ବ୍ୟାଙ୍କ ଅଫର ଓ ପ୍ରାଇମ୍ ମେମ୍ବରସିପ୍ ଲାଭ
SBI କ୍ରେଡିଟ୍ କାର୍ଡ ଓ EMI: ୧୦% ଅଫର।
Amazon Pay ICICI କ୍ରେଡିଟ୍ କାର୍ଡ: ପ୍ରାଇମ୍ ମେମ୍ବରଙ୍କ ପାଇଁ ଅସୀମିତ ୫% କ୍ୟାଶବ୍ୟାକ୍ ଏବଂ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ୱେଲକମ ରିୱାର୍ଡ।
ଆମାଜନ୍ ପ୍ରାଇମ୍ ମେମ୍ବରସିପ୍: ୧୨ ଘଣ୍ଟା ଆଗୁଆ ପ୍ରବେଶ ସହ ସୀମିତ ଷ୍ଟକ୍ ଡିଲ୍ଗୁଡ଼ିକୁ ହାତେଇବାର ସୁଯୋଗ।
ଆମାଜନ୍ ପେ UPI: ୧,୦୦୦ ଟଙ୍କାର ଦ୍ୱିତୀୟ କ୍ରୟରେ ୧୦୦ ଟଙ୍କା କ୍ୟାଶବ୍ୟାକ୍।
Comments are closed.