Latest Odisha News

BREAKING NEWS

[ଭିଡିଓ] ବୃନ୍ଦାଙ୍କ ଜୀବନ ପଥରେ କଣ୍ଟା ସାଜିଛି ଅଜଣା ରୋଗ

ମାଲକାନଗିରି: ଦିନକୁ ଦିନ ଉନ୍ନତି କରୁଛି ଚିକିତ୍ସା ବିଜ୍ଞାନ । ହେଲେ ଏବେ ବି ବୃନ୍ଦାଙ୍କ ରୋଗର ରହସ୍ୟକୁ ଭେଦ କରାଯାଇପାରିନି । ଦୀର୍ଘ ୧୦ ବର୍ଷ ଧରି ଶେଯରେ ପଡି ଛଟପଟ ହେଉଛନ୍ତି ମେଧାବୀ ଛାତ୍ରୀ ବୃନ୍ଦା କବାସି । ଚାଲିଛି ଚିକିତ୍ସା ହେଲେ ଏବେ ବି ରୋଗକୁ ଚିହ୍ନଟ କରିବା କାହା ପକ୍ଷରେ ସମ୍ଭବ ହୋଇପାରିନି । ଦେଖନ୍ତୁ ଓଡିଶା ସମ୍ବାଦର ଏକ୍ସକ୍ଲୁସିଭ୍ ରିପୋର୍ଟ…

Leave A Reply

Your email address will not be published.