ନୂଆଦିଲ୍ଲୀ: କର୍ମଫଳଦାତା ଓ ଦଣ୍ଡାଧିକାରୀ ଗ୍ରହ ଶନିର ଶୁଭ-ଅଶୁଭ ପ୍ରଭାବରୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଗ୍ରହ ଦେଢ଼ ବର୍ଷରେ ରାଶି ପରିବର୍ତ୍ତନ କରନ୍ତି। ଶନି ଚଳନରେ ପରିବର୍ତ୍ତନ ହେଲେ ରାଶି ଜାତକର ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଦେବ ଏବେ ମୀନ ରାଶିରେ ଚଣନ କରୁଛନ୍ତି। ସେ ମୀନ ରାଶିରେ ସିଧା ଚଳନ କରିବେ। ଶନିର ଏହି ଚଳନରୁ ଅନେକ ରାଶି ଜାତକଙ୍କ ଜୀବନ ଉପରେ ପ୍ରଭାବ ପଡ଼ିବ। ଶନିଙ୍କ ଚଳନରେ ନଭେମ୍ବର ମାସରେ ତିନି ରାଶି ଜାତକଙ୍କୁ ମହାଲାଭ ମିଳିପାରେ। ଏହି ରାଶି ଜାତକଙ୍କୁ ହଠାତ୍ ଧନଲାଭ ହେବ ଏବଂ କ୍ୟାରିଅରରେ ବହୁତ ଉନ୍ନତି କରିବେ।
ଶନିର ସିଧା ଚଳନରୁ ମିଥୁନ ରାଶି ଜାତକଙ୍କୁ ଲାଭ ମିଳିବ
ଶନିଙ୍କ ଚଳନ ଯୋଗୁ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ବ୍ୟବସାୟ କରୁଥିବା ଲୋକେ ସନ୍ତୁଷ୍ଟ ରହିବେ ଏବଂ ସବୁ ଅଟକି ରହିଥିବା କାମ ପୂରା ହୋଇଯିବ। ନିବେଶ କରିଲେ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ଉନ୍ନତ ହେବ ସହ ମାନ-ସମ୍ମାନରେ ବୃଦ୍ଧି ହେବ।
କର୍କଟ ରାଶି
କର୍କଟ ରାଶି ପାଇଁ ଭଲ ସମୟ ଆସିବ। ଶନି ଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ଆପଣଙ୍କର କୌଣସି କାମ ଅଟକି ରହିଥିଲେ ତାହା ପୂରା ହେବ ଏବଂ କାର୍ଯ୍ୟରେ ସଫଳତା ମିଳିବ। କ୍ୟାରିଅରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଚାକିରି ଓ ବ୍ୟବସାୟରେ ଉନ୍ନତିରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ।
କୁମ୍ଭ ରାଶି
କୁମ୍ଭ ରାଶିର ବାଣୀ ସ୍ଥାନରେ ଶନି ଗ୍ରହ ଚଳନ କରିବେ। ଶନିର ମାର୍ଗୀ ହେବାରୁ କୁମ୍ଭ ରାଶି ଜାତକଙ୍କୁ ହଠାତ୍ ଧନଲାଭ ହୋଇପାରେ। ଆପଣଙ୍କ ଅଟକି ରହିଥିବା କାମଗୁଡ଼ିକ ପୂରା ହେବ ଏବଂ ବ୍ୟବସାୟରେ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ମିଳିବ। ଶନି ଦେବଙ୍କ କୃପାରୁ ଆପଣଙ୍କୁ ଭାଗ୍ୟର ସାଥ୍ ମିଳିବ।
BREAKING NEWS
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!

Comments are closed.