ସରକାରୀ ଗୋତି ଶ୍ରମିକ: ଠିକା ଚାକିରିଆ
ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
କେଇ ମାସ ତଳେ ମୋର ଜଣେ ସହକର୍ମୀଙ୍କ ବାହାଘର ପ୍ରସ୍ତାବଟେ ଆସିଲା । ମତେ ସାଙ୍ଗରେ ଝିଅ ଦେଖିବାକୁ ଯିବାକୁ ପଡ଼ିଲା । ମୁଁ ମୋ ଜୀବନରେ ଝିଅ ଦେଖିବାକୁ ଥରେ ଯାଇଛି ଆଉ ତା’ପରେ ଯିବିନି ବୋଲି ନିଷ୍ପତ୍ତି ନେଇଛି । ନିଜ…