ଅସ୍ତାଦ ଦେବୁ ଓ ଈଶ୍ଵରଙ୍କ ସହିତ ଚକାଭଉଁରୀ ଖେଳ
ଏମିତି କୌଣସି ଜାଗା ନାହିଁ ଯାହାକୁ
ମୁଁ ମୋର ଘର ବୋଲି କହିପାରିବି
ମୁଁ ଏ ପୃଥିବୀର ନାଗରିକ
ମୋର କୌଣସି ଠିକଣା ନାଇଁ
ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର
ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି
କେବଳ ଏହି ଆଶାରେ ଯେ
ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ।…