ବୁଲିଯିବା କଳାହାଣ୍ଡିର ‘ଭୀମଖୋଜ’; ଆଜ୍ଞାତବାସ ସମୟରେ ଯେଉଁଠି ପାଣ୍ଡବ ମାନେ ନେଇଥିଲେ ବିଶ୍ରାମ
ଭୁବନେଶ୍ୱର: ଭୀମଖୋଜ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଅବସ୍ଥିତ ଏକ ଶୈବପୀଠ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସହରରୁ ପ୍ରାୟ ୧କିମି ଦୂର ଗଲେ ପଡେ ଭୀମଖୋଜ ପଡା । ଏଠାରେ ବିରାଜିତ ସ୍ୱୟଂ ପାତାଳେଶ୍ୱର ମହାଦେବ । ରାଜ୍ୟରେ ପ୍ରମୁଖ ଶୈବପୀଠ ମଧ୍ୟରେ ଭିମଖୋଜର ପାତାଳେଶ୍ୱର…