Latest Odisha News
Browsing Tag

CMERI

ଭାରତୀୟ ବୈଜ୍ଞାନିକଙ୍କ କମାଲ, ତିଆରିକଲେ ବିଶ୍ୱର ସର୍ବବୃହତ ସୌର ବୃକ୍ଷ

ନୂଆଦିଲ୍ଲୀ: ବଢୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତର ଏକ ବଡ଼ ଆହ୍ୱାନ ରହିଛି। ତଥାପି ପ୍ରଦୂଷଣ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହୋଇଛି, ଯେଉଁ କାରଣରୁ ଏହାକୁ ଦୂର କରିବା ପାଇଁ ଭାରତ ପକ୍ଷରୁ ନିରନ୍ତର ଉଦ୍ୟମ ଚାଲିଛି। ଏହା ଅଧୀନରେ ଭାରତ ସୌର ଶକ୍ତି ଉପରେ ଗୁରୁତ୍ୱ ଦେଉଛି…