ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ ରହିବେନି କୁଳପତି, ବିଧାନସଭାରେ ବିଲ୍ ପାରିତ
ଥିରୁବନନ୍ତପୁରମ: ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ କୁଳପତି ରହିବେ ନାହିଁ । ଏନେଇ ଆଜି କେରଳ ବିଧାନସଭାରେ ବିଶ୍ୱବିଦ୍ୟାଳୟ ନିୟମ (ସଂଶୋଧିତ) ବିଲ୍-୨୦୨୨ ପାରିତ ହୋଇଛି । ତେବେ ଏହି ବିଲକୁ ବିରୋଧୀ କଂଗ୍ରେସ ବିରୋଧ କରିଛି ।
ଜଣେ ଶିକ୍ଷାବିତ୍ ପରିବର୍ତ୍ତେ ସୁପ୍ରିମକୋର୍ଟ…