କୁଳାଙ୍ଗାର ଉବାଚ : କିଏ ହେବେ କୋଟିପତି ?
ଡାକିଲେ- ଆସ କିଏ ହେବ କୋଟିପତି!
କହିଲି- ଗୋଟିଏର ପତି ହୋଇ ମୁଁ ତ ନାନା ଦହଗଞ୍ଜ ନିତି!
କହିଲେ- ନାଇଁ କ୍ୟାମେରା ସାମ୍ନାରେ ଯଦି ଆମ ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଦେବ, ତାହେଲେ କୋଟିଏ ଗାନ୍ଧିମୁଣ୍ଡ ଛପା ନୋଟ୍ ନେବ!
କହିଲି- ଓଃ ଏଇକଥା.... ପଚାରୁନ; ମୁଁ ତ ସିଦ୍ଧହସ୍ତ ଘରେ…