ଆତ୍ମସମର୍ପଣ କଲା କୁଖ୍ୟାତ ମାଓନେତା ସୀତାରାମ ରେଡ୍ଡୀ
ମାଲକାନଗିରି: ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ ଓରଫ ଶିବାନ୍ନା ତେଲେଙ୍ଗାନାର ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ମାଓ ନେତା ସୀତାରାମ ରେଡ୍ଡୀଙ୍କ ନିଜ ଘର…