ସାହିତ୍ୟର ଲୋକତନ୍ତ୍ର
କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ସାହିତ୍ୟ ହେଉଛି ପୃଥିବୀର ଚିରସ୍ଥାୟୀ ଲୋକତନ୍ତ୍ର – ଏମିତି ଏକ ଚମତ୍କାର ବକ୍ତବ୍ୟ ରଖିଥିଲେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ତଥା କଳା ସମୀକ୍ଷକ ଅଶୋକ ବାଜପାୟୀ । ସାହିତ୍ୟରେ ସବୁପ୍ରକାର ସ୍ୱର ଜାଗା ପାଇବେ । ସାହିତ୍ୟରେ କେହି ବି…